Below header

ଏହି ଦୁର୍ଲଭ ଗଛରେ ଏକସଙ୍ଗେ ଫୁଟିଲା ମାଈ-ଅଣ୍ଡିରା ଫୁଲ, ୬ କୋଟି ବର୍ଷରେ ପ୍ରଥମ ଘଟଣା

ଦୁନିଆରେ ଅନେକ ପ୍ରକାର ବୃକ୍ଷଲତା ରହିଛି। ସେଥିମଧ୍ୟରୁ କିଛି ବୃକ୍ଷଲତା ସେମାନଙ୍କ ଅଜବ କାରନାମାକୁ ନେଇ ଚର୍ଚ୍ଚିତ। ଏବେ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛି, ଯାହାକି ବେଶ୍‌ ଦୁର୍ଲଭ। ଏହି ଗଛ ସାଧାରଣତଃ ବ୍ରିଟେନରେ ଦେଖିବାକୁ ମିଳିଥାଏ। ଗଛଟି ବର୍ତ୍ତମାନ ବ୍ରିଟେନ ଇତିହାସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।

flower1

flower2

flower3

ଏହାସହ ପଢ଼ନ୍ତୁ: ମା’ ଦୁର୍ଗାଙ୍କର ଏହି ମନ୍ଦିର, ଯେଉଁଠି ଏକାଠି ଦର୍ଶନ କରନ୍ତିନି ସ୍ୱାମୀସ୍ତ୍ରୀ, ପୂଜା ପୂର୍ବରୁ ହୋଇଯାଆନ୍ତି ଅଲଗା

କଥାଟି ହେଉଛି, ଏହି ଦୁର୍ଲଭ ଗଛରେ ଏକସଙ୍ଗେ ମାଈ-ଅଣ୍ଡିରା ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ବଟାନିକାଲ୍‌ ଗାର୍ଡେନର କ୍ୟୁରେଟର କ୍ରିସ୍‌ କିଡ୍‌ଙ୍କ କହିବା ଅନୁଯାୟୀ, ଏଭଳି ଅଜବ ଘଟଣା ବ୍ରିଟେନ ଇତିହାସରେ ପ୍ରଥମ, ଯାହାକି ୬୦ କୋଟି ବର୍ଷ ପରେ ଘଟିଛି। ତେବେ ବୈଜ୍ଞାନିକଙ୍କ କହିବା ହେଲା, ଏହା ଗ୍ଲୋବାଲ ଓ୍ଵାର୍ମିଙ୍ଗ୍‌ କାରଣରୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.