Below header

ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ବାହାରିଲା ଥଣ୍ଟିଆ କୁମ୍ଭୀର! ତାପରେ ହେଲା କିଛି ଏପରି, ଦେଖନ୍ତୁ ଭିଡିଓ

କାନାଡାର ମଣ୍ଟରିୟଲ ଶହରରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ଭିଡ ଥିବା ଅଞ୍ଚଳରେ ଏକ ଥଣ୍ଟିଆ କୁମ୍ଭୀରକୁ ରାସ୍ତା ଉପରେ ଚାଲୁଥିବାର ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁମ୍ଭୀରଟି ରାସ୍ତା ପାର ହେଉଥିବା ସମୟରେ ଯେତେବେଳେ କାର ଆସୁଛି ତେବେ ବଡ ଚାଲାକରେ ହିଁ କୁମ୍ଭୀରଟି ଗାଡି ତଳେ ବସି ଚାଲିଯାଉଛି।

ଏହି ଭିଡିଓକୁ ଜଣେ ମହିଳା ନିଜ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଜନପଥରେ ଥିଲେ ବି କୁମ୍ଭୀରଟି କାହାର କୌଣସି କ୍ଷତି କରିନାହିଁ। ଯେତେବେଳେ ଲୋକମାନେ ଏହାକୁ ରାସ୍ତା ପାର ହେଉଥିବାର ଦେଖିଲେ ସଙ୍ଗେ ସଙ୍ଗେ ଭିଡିଓ ବନାଇବା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.