Below header

କାଚ ପଛପଟେ ମ୍ଯୁଜିକର ତାଳେ ତାଳେ ସାପ କରୁଛି ଜବରଦସ୍ତ ଡ୍ଯାନ୍ସ,ଏବେ ଦେଖିଦିଅନ୍ତୁ ଭିଡିଓ

ସାପକୁ ଆପଣ ନାଚୁଥିବାର ଦେଖିଛନ୍ତି ? ଯଦି ଆପଣଙ୍କ ଏମିତି ସିନ୍ ଦେଖି ଭୁଲି ଯାଇଛନ୍ତି, ତେବେ ଆଜି ଯେଉଁ ଭାଇରଲ ଭିଡିଓ ଦେଖିବେ, ତାହା ନିଶ୍ଚିତ ମନେ ପଡିବ। ଏହି ଭିଡିଓକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି।

ଭାଇରଲ ହେଉଥିବା ଭିଡିଓରେ ଏକ ନୀଳ ରଙ୍ଗର ସାପ, ଯିଏକି କାଚ ପଛରେ ଚଢି ଜବରଦସ୍ତ ଡ୍ଯାନ୍ସ କରୁଥିବା ନଜର ଆସିଛି। ସାପଟି କାହା ଘରେ ପସିବାକୁ ଚେଷ୍ଟା କରୁଛି ବୋଲି ଜଣାପଡୁଛି। ଏହି ଭିଡିଓରେ ବ୍ଯାକଗ୍ରାଉଣ୍ଡ ମ୍ଯୁଜିକ ମଧ୍ୟ ଶୁଣିବାକୁ ମିଳୁଛି।

 

View this post on Instagram

 

A post shared by Snakes Mania (@snakes.mania)

ଭିଡିଓଟି ଏତେ ମସ୍ତ ହୋଇଛି ଯେ, ଏହାକୁ ଲୋକେ ବାରମ୍ବାର ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି। ଏହାକୁ ଇନଷ୍ଟାଗ୍ରାମରେ snake.mania ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଏପର୍ଯ୍ଯନ୍ତ ୬,୮୧୪ ଲାଇକ୍ସ ମିଳିଥିବା ବେଳେ ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ଯ ହୋଇଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.