ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ : ଏହି ୨ଟି ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ

କେନ୍ଯୁଜ୍: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । CBSE  ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । cbseresult.nic.in ଓ cbse.gov.in ୨ଟି ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। କରୋନା ପାଇଁ ଏଥର ପରୀକ୍ଷା ବାତିଲ୍‌ କରାଯାଇଥିଲା।

ରେଜଲ୍ଟ ପାଇଁ ବିକଳ୍ପ ମୂଲ୍ୟାୟନ କରିଛି CBSE।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.