ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ନୂଆ ଗେମ୍ ଚ୍ୟାଲେଞ୍ଜ, ଦେଖନ୍ତୁ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ନୂଆ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ନାମ ଭାକ୍ୟୁମ ଚ୍ୟାଲେଞ୍ଜ ରହିଛି। ଏହି ଗେମ୍ ୧୦ ବର୍ଷର ପିଲାଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

vacuum challengeଭାକ୍ୟୁମ ଚ୍ୟାଲେଞ୍ଜ ଜରିଆରେ ଲୋକମାନେ ପ୍ରଥମେ ନିଜକୁ ଏକ ବଡ଼ ପଲଥିନିରେ ବନ୍ଦ କରି ଦେଉଛନ୍ତି, ତା ପରେ ଭାକ୍ୟୁମ କ୍ଲିନର ଚଲାଇ ସେଥିରୁ ପବନ ବାହାର କରୁଛନ୍ତି। ଏହି ଭିଡିଓ ଲଗାତାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


କିଛି ଭିଡିଓରେ ଚ୍ୟାଲେଞ୍ଜ ଖୁବ୍ ଭୟଙ୍କର ଦେଖିବାକୁ ମିଳିଛି। ଏହି କାରଣରୁ ଆପଣ ଏହାକୁ ଘରେ ଭୁଲରେ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ। କାରଣ ଲୋକମାନେ ପଲିଥିନିରେ ଭ୍ୟାକୁମ କ୍ଲିନର ପକାଇ ତାହାକୁ ଅନ୍ କରିବା ମାତ୍ରେ ହିଁ ସେଥିରୁ ସମସ୍ତ ପବନ ବାହାରି ଯାଇଥାଏ। ଏହି କାରଣରୁ ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ।
ଏହି କାରଣରୁ ଆମେ ଆପଣମାନଙ୍କୁ କହି ରଖୁଛୁ ଏହାକୁ ଘରେ କରିବା ପାଇଁ ବିଲକୁଲ୍ ଚେଷ୍ଟା କରନ୍ତୁ ନାହିଁ । ଏବଂ ଏଥିସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ନିଶ୍ଚିନ୍ତ ଦେଖନ୍ତୁ।

Leave A Reply

Your email address will not be published.