Below header

ZOMATO କଲା କିଛି ଏମିତି କାମ, ଯାହା ସୋସିଆଲ ମିଡିଆରେ ହୋଇଗଲା ଭାଇରାଲ

ରୋଜଗାର କରିବା ଆମର ବହୁତ ଆବଶ୍ୟକ ଅଟେ। କାରଣ ଖାଦ୍ୟ,ବସ୍ତ୍ର,ବାସଗ୍ରୁହ ମଣିଷର ସବୁଠାରୁ ବଡ ଆବଶ୍ୟକତା। କିନ୍ତୁ ସେତିକି ବି ଆମେ ବିନା ରୋଜଗାରରେ ହାସଲ କରିପାରିବା ନାହିଁ। ରୋଜଗାର କରିବା ଦ୍ବାରା ଆମେ ଆମ ଜିବିକାରେ ସବୁକିଛି ପାଇପାରିବା।

ସବୁ ମଣିଷଙ୍କୁ ନିଜ ଜୀବନରେ ରୋଜଗାରର କୌଣସି ନା କୌଣସି ମାଧ୍ୟମ ବାଛିବାକୁ ପଡିଥାଏ। ରୋଜଗାର କେବଳ ଆମକୁ ଧନ ଦେଇ ନ ଥାଏ ବରଂ ଉନ୍ନତି ଆଡକୁ ଉତ୍ସାହିତ କରିଥାଏ। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକ ଖୁବ୍ ପସନ୍ଦ କରି ସେୟାର କରୁଛନ୍ତି।

zomattoଏହାସହିତ ଏହି ଭିଡିଓକୁ ସେୟାର କରି ଜୋମାଟୋ କମ୍ପାନୀର ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ ଆମେ ଦେଖିପାରିବା ଯେ ଜଣେ ଦିବ୍ୟାଙ୍ଗ ଯୁବକ ଜୋମାଟୋ କମ୍ପାନୀରେ ଡେଲିଭରି ବୟ ଭାବରେ କାମ କରୁଛନ୍ତି। ଆମେ ଚାହୁଁଛୁ ଯେ ଜୋମାଟୋ ଭଳି ଦେଶର ଏକ ରୁ ଅଧିକ କମ୍ପାନୀ ଏହିଭଳି ପ୍ରୟାସ କରିବା ଉଚିତ ଯାହା ସମାଜ ପାଇଁ ବହୁତ ପ୍ରଶଂସନୀୟ ଅଟେ।

ଦିବ୍ୟାଙ୍ଗଙ୍କ ପାଇଁ ଜୋମାଟୋ କମ୍ପାନୀର ଏହି ଭଳି ପ୍ରୟାସକୁ ଦେଶସାରା ସବୁ ଲୋକ ପ୍ରଶଂସା କରୁଛନ୍ତି। ସୋସିଆଲ ମିଡିଆରେ ଜୋମାଟୋ ଏବେ ପ୍ରଶଂସାର ପାତ୍ର ହୋଇଛି। ଏହି ଭିଡିଓକୁ ଜଣେ ବ୍ୟକ୍ତି ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର କରିବା ପରେ ଭିଡିଓଟିକୁ ହଜାରରୁ ଅଧିକ ଲାଇକ୍ ଏବଂ ରି-ଟ୍ବିଟ ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.