ବ୍ରାଏନ ଆଡାମ୍ସଙ୍କ ମୁମ୍ବାଇ କନସର୍ଟରେ ପଇସା ଦେଇ ପ୍ୟାଣ୍ଟରେ ପରିସ୍ରା କଲେ ଦର୍ଶକ, ଚିଠି ଲେଖି ବଖାଣିଲେ ନିଜର ଦୁଃଖ
ଡିସେମ୍ବର ୧୩ ତାରିଖ ରାତିରେ ପୂରା ମୁମ୍ବାଇ ବ୍ରାଏନ ଆଡାମ୍ସଙ୍କ ଲାଇଭ୍ ପରଫର୍ମାନ୍ସରେ ଝୁମି ଉଠିଥିଲା । କାନାଡାର ରକ୍ ଲିଜେଣ୍ଡ ବ୍ରାଏନ୍ ନିଜର ‘ସୋ ହାପି ଇଟ୍ ହଟ୍ସ’ ବିଶ୍ୱ ଭ୍ରମଣର ଏକ ଅଂଶ ଭାବରେ ଗତ ଶୁକ୍ରବାର ମୁମ୍ବାଇରେ ପରଫର୍ମାନ୍ସ କରିଥିଲେ । ଏଠାରେ ହଜାର ହଜାର ଲୋକଙ୍କ ଭିଡ଼…