Browsing Tag

Zomato

କରୋନାର ସବୁ ଗାଇଡଲାଇନ୍ ମାନି ବାହା ହେବେ ବଙ୍ଗାଳି ଦମ୍ପତି: ଗୁଗଲ ମିଟରେ ବାହାଘର ପ୍ରସାରଣ, Zomatoରେ ଖାଇବା ପଠାଇବେ

ବର୍ତ୍ତମାନ ସାରା ଦୁନିଆରେ ବଢ଼ିବାକୁ ଲାଗିଛି କରୋନା । ପୁଣି ଏବେ ଅଧିକ ମାତ୍ରରେ ବାହାଘର ମଧ୍ୟ ହେଉଛି । କୋଭିଡ୍ ପାଇଁ ସରକାର ଗାଇଡଲାଇନ୍ କରିଛନ୍ତି । କିଏ ବିବାହ ପାଇଁ ଏହି ଗାଇଡନାଲିନ ମାନୁଛନ୍ତି ତ ପୁଣି ଆଉ କେହି ମନୁନାହାନ୍ତି। କିନ୍ତୁ ବିବାହ ପାଇଁ ହୋଇଥିବା ସବୁ ଗାଇଡଲାଇନ ମାନି…

୧ ଜାନୁଆରୀରୁ ଅନଲାଇନ ଫୁଡ଼ ଅର୍ଡର ଉପରେ ଦେବେ ଏକ୍ସଟ୍ରା ଚାର୍ଜ, ବଢ଼ିବ ଏତିକି ଟଙ୍କା

ଯଦି ଆପଣ ଘରେ ବସି ଅନଲାଇନ ମାଧ୍ୟମରେ ଖାଦ୍ୟ ଅର୍ଡର କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଆଗକୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ଖୁବ ମହଙ୍ଗା। ଆସନ୍ତା ନୂଆବର୍ଷରୁ ଏହିନିୟମ ଲାଗୁ ହେବାକୁ ଯାଉଛି। ଯାହାର ଭାରି ପ୍ରଭାବ ସିଧା ଅନଲାଇନ ସପିଂ ପ୍ରେମୀଙ୍କ ପକେଟରେ ପଡ଼ିବ। ଜାଣିବା…

ଜୋମାଟୋର ନୂଆ ବିଜ୍ଞାପନରେ ହ୍ରିତିକ ଓ କ୍ୟାଟ୍ରିନାଙ୍କୁ ଦେଖି ଟ୍ରୋଲ୍‌ କଲେ ଲୋକେ, ଏବେ ଏମିତି ସଫେଇ ଦେଲା କମ୍ପାନୀ

ନିକଟରେ ଜୋମାଟୋ ଦୁଇଟି ନୂଆ ବିଜ୍ଞାପନ ଆରମ୍ଭ କରିଛି। ଏଥିରେ ଜୋମାଟୋର ଡେଲିଭରି ବୟ ହ୍ରିତିକ ରୋଶନ ଓ କ୍ୟାଟ୍ରିନା କୈଫ୍‌ଙ୍କ ଘରକୁ ଡେଲିଭରି କରିବାକୁ ଯାଉଛନ୍ତି। କିନ୍ତୁ ସାମ୍ନାରେ ଦୁଇ ବଡ଼ ଷ୍ଟାରଙ୍କୁ ଦେଖି ମଧ୍ୟ କୌଣସି ରିଆକ୍ସନ୍‌ ନ ଦେଖାଇ ନିଜ କାମ ସାରି ଫେରିଆସୁଛନ୍ତି। ସେମାନେ…

Zomato ଗ୍ରାହକଙ୍କୁ ଦେଉଛି ଅନଲିମିଟେଡ୍‌ ଫ୍ରି ଡେଲିଭରି, ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା

ସେୟାର ମାର୍କେଟରେ ଲିଷ୍ଟ ହୋଇଥିବା ଫୁଡ୍‌ ଡେଲିଭରୀ କମ୍ପାନି Zomato ଏକ ଲିମିଟେଡ ଏଡିସନ୍‌ ପ୍ଲାନ ଆରମ୍ଭ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଫ୍ରି ଡେଲିଭରୀର ବିକଳ୍ପ ଦିଆଯାଉଛି । ଜୋମାଟୋ ସହ-ପ୍ରତିଷ୍ଠାତା ତଥା ସିଇଓ ଦୀପେନ୍ଦର ଗୋୟଲ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି।…

ଜୋମାଟୋ ସେୟାରରେ ମିଳୁଛି ଭଲ ରିଟର୍ଣ୍ଣ! ବର୍ତ୍ତମାନ ଏହି କମ୍ପାନୀ ୧ ଲକ୍ଷ କୋଟି ଟଙ୍କା ବିଶିଷ୍ଟରେ ପରିଣତ ହୋଇଛି

ଜୋମାଟୋ ସହିତ ଆମେ ସମସ୍ତେ ନିଶ୍ଚୟ ପରିଚିତ । ଜୋମାଟୋ ଆପ୍ ଯେଉଁଠାରୁ ଘରେ ବସି ଖାଦ୍ୟ ଅର୍ଡର କରିଥାଉ | ଆଜି ଅଧିକାଂଶ ଲୋକ ଏହି ଖାଦ୍ୟ ବିତରଣ ଆପ ଉପରେ ନିର୍ଭର କରୁଛନ୍ତି। ଆଜି ଏହି ଛୋଟ କମ୍ପାନୀ ୧ ଲକ୍ଷ କୋଟି ଟଙ୍କା ବିଶିଷ୍ଟ ଏକ କମ୍ପାନୀରେ ପରିଣତ ହୋଇଛି | ଆପଣ ଜାଣନ୍ତି ଏହା ପଛରେ…

‘ପାର୍ଟି ହୋ ରହି ହେ’କୁ ନେଇ ଅମୁଲ ବି ବନାଇଲା ମିମ୍ସ, ପୂର୍ବରୁ ଟ୍ରେଣ୍ଡ୍‌ରେ ଅଛନ୍ତି ଜୋମାଟୋ ଓ ସ୍ୱିଗି

ବର୍ତ୍ତମାନ ସୋସିଆଲ ମିଡିଆରେ ‘ପାର୍ଟି ହୋ ରହି ହେ’ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ପାକିସ୍ତାନୀ ଯୁବତୀ ‘ପାର୍ଟି ହୋ ରହି ହେ’ କହୁଥିବା ଦେଖାଯାଇଛି। ତାଙ୍କ କହିବା ଶୈଳୀ ଏତେ ମଜାଳିଆ ଲାଗୁଛି ଯେ ଉକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି। ତେବେ ‘ପାର୍ଟି…

Zomato ଦେବ ନିବେଶକଙ୍କୁ ମଉକା, ଆସନ୍ତା ବର୍ଷ ଆସିପାରେ IPO

ଭାରତୀୟ ଫୁଡ୍‌ ଡେଲିଭରୀ ଷ୍ଟାର୍ଟଅପ Zomato ଆସନ୍ତା ବର୍ଷ ଆଇପିଓ ଆଣିବା ପ୍ରସ୍ତୁତିରେ। କମ୍ପାନୀ ଆମେରିକୀ ଇନଭେଷ୍ଟମେଣ୍ଟ ଫର୍ମ ଟାଇଗର ଗ୍ଲୋବାଲ ମ୍ୟାନେଜମେଣ୍ଟ ଏବଂ ସିଙ୍ଗାପୁର କମ୍ପାନୀ ଟେମାସେକ ଠାରୁ ୧୬ କୋଟି ଡଳାର (ପ୍ରାୟ ୧୨୦୦ କୋଟି ଟଙ୍କା) ଟଙ୍କାର ନିବେଶ ହାସଲ କରିଛି।…

ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ‘ପିରିୟଡ୍‌ସ ଲିଭ୍‌’ ଆରମ୍ଭ କଲା ଜୋମାଟୋ, ପ୍ରତି ମାସରେ ମିଳିବ ଛୁଟି

ପିରିୟଡ୍‌ସ ଅର୍ଥାତ୍‌ ମାସିକ ଧର୍ମ ଭାରତରେ ଏକ ବଡ଼ ସାମାଜିକ ପ୍ରତିବନ୍ଧକ ଭାବେ ପରିଗଣିତ ହୁଏ। ଭାରତର ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋ ଏହି ଦିଗରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। କମ୍ପାନୀ ନିଜ ମହିଳା କର୍ମଚାରୀଙ୍କୁ ପିରିୟଡ୍‌ସ ପାଇଁ ବର୍ଷକୁ ୧୦ ଦିନର ଛୁଟି ଦେବାକୁ ଘୋଷଣା କରିଛି।…

ଚୀନ୍‌କୁ ବିରୋଧ କରି ଜୋମାଟୋରୁ ଇସ୍ତଫା ଦେଲେ ଡଜନେରୁ ଊର୍ଦ୍ଧ୍ୱ ଡେଲିଭରି ବୟ, ଜାଳିଦେଲେ କମ୍ପାନୀର ଟି-ସାର୍ଟ

ଲଦାଖରେ ଚୀନ୍‌ର ବିଶ୍ୱାସଘାତକତା ପରେ ଭାରତରେ ଚୀନ୍‌ର ଦ୍ରବ୍ୟ ଓ ଚୀନୀ ନିବେଶକୁ ବିରୋଧ ବଢ଼ିଚାଲିଛି। ଇତି ମଧ୍ୟରେ କଲିକତାରେ ଆପ୍‌ ଆଧାରିତ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋରେ କାମ କରୁଥିବା ଡେଲିଭରି ବୟଙ୍କ ଏକ ଗ୍ରୁପ୍‌ ଏହି କମ୍ପାନୀରୁ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।…

ଲକଡାଉନରେ ମଦ୍ୟପଙ୍କ ଦୁଃଖ ବୁଝିଲା Zomato, ଏବେ ଆଉ ଧାଡିରେ ଛିଡା ହୋଇ ନୁହେଁ ଅର୍ଡର ଦେଲେ ଘରେ ପହଞ୍ଚିବ ମଦ

ଲକଡାଉନ ଏଭଳି ଦୃଶ୍ୟ ଦେଖାଇଲା ଯାହା ସମସ୍ତଙ୍କୁ ଚକିତ କଲା । ଦେଶରେ ମଦ ପାଇଁ ଲାଇନ ଓ ମାର ପିଟ ଭଳି ପରିସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଏତେ ମାତ୍ରାରେ ଲୋକ ମଦ ପାଇଁ ପାଗଳ ଓ ଦୋକାନ ଖୋଲିବାକୁ ନେଇ ଖୁସି ହେଲେ ଯେ କି ପୁଅ କି ଝିଅ ସମସ୍ତେ ଆସି ଲାଇନରେ ଠିଆ ହେଲେ । ଦେଶରେ ମଦର ଏଭଳି…

ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଡେଲିଭରି ବୟ ସୋନୁଙ୍କ ହସରେ ଫିଦା ହେଲା Lays, ଚିପ୍ସ ପ୍ୟାକେଟ୍‌ରେ ଛାପିଲା ଫଟୋ

ହସ ଯୋଗୁ ଭାଇରାଲ ହେଉଥିବା ଡେଲିଭରି ବୟ ସୋନୁ ଇଣ୍ଟରନେଟ୍‌ରେ ସେନ୍‌ସେସନ୍‌ ପାଲଟିଛନ୍ତି। ସବୁଆଡ଼େ ଜୋମାଟୋର ଏହି ହାପି ରାଇଡରଙ୍କ ଚର୍ଚ୍ଚା ହେଉଛି। ସ୍ମାଇଲ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିବା ସୋନୁଙ୍କ ପିଲାଳିଆମି ଦେଖି ଜୋମାଟୋ ନିଜ ଟ୍ଵିଟର ପ୍ରୋଫାଇଲରେ ତାଙ୍କ ଫଟୋ ଲଗାଇଛି।…

Zomato ବୟଙ୍କ କ୍ୟୁଟ ସ୍ମାଇଲ୍‌ ଲୋକଙ୍କୁ କଲା ପାଗଳ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ କିଛି ଦିନ ତଳେ ଜଣେ ଜୋମାଟୋ ଡେଲିଭରୀ ବୟଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ। ସେହିପରି ଏବେ ଆଉ ଜଣେ ଜୋମାଟୋ ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହି ଭାଇରାଲ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।…