Zomato ଦେବ ନିବେଶକଙ୍କୁ ମଉକା, ଆସନ୍ତା ବର୍ଷ ଆସିପାରେ IPO

ଭାରତୀୟ ଫୁଡ୍‌ ଡେଲିଭରୀ ଷ୍ଟାର୍ଟଅପ Zomato ଆସନ୍ତା ବର୍ଷ ଆଇପିଓ ଆଣିବା ପ୍ରସ୍ତୁତିରେ। କମ୍ପାନୀ ଆମେରିକୀ ଇନଭେଷ୍ଟମେଣ୍ଟ ଫର୍ମ ଟାଇଗର ଗ୍ଲୋବାଲ ମ୍ୟାନେଜମେଣ୍ଟ ଏବଂ ସିଙ୍ଗାପୁର କମ୍ପାନୀ ଟେମାସେକ ଠାରୁ ୧୬ କୋଟି ଡଳାର (ପ୍ରାୟ ୧୨୦୦ କୋଟି ଟଙ୍କା) ଟଙ୍କାର ନିବେଶ ହାସଲ କରିଛି।

Zomoto ରେ Infoedge ପ୍ରାୟ ୨୩ ପ୍ରତିଶତ ଅଂଶୀଦାର ଏଥିରେ ରହିଛି। ଆସନ୍ତା ବର୍ଷ ପ୍ରଥମ ଛଅମାସିକରେ IPO ଲଗାଇପାରେ। ଜୋମାଟୋର ଫାଉଣ୍ଡର ଏବଂ ସିଇଓ କର୍ମଚାରୀଙ୍କୁ ପଠାଇଥିବା ଏକ ଇ-ମେଲରେ ଜଣାଇଛନ୍ତି ଯେ କମ୍ପାନୀ ଆସନ୍ତା ବର୍ଷ ପ୍ରଥମ ଛଅମାସରେ IPO ଆଣିବାକୁ ଜୋରସୋରରେ ଲାଗିଛନ୍ତି। ନିବେଶକ ଏଥିରେ ନିବେଶ କରିବାରେ କମ୍ପାନୀ ଭେଲ୍ୟୁଏସନ ପ୍ରାୟ ୨୫ ହଜାର କୋଟି ଟଙ୍କା ହୋଇଯାଏ। ଜୋମାଟୋର ମୁଖ୍ୟାଳୟ ଗୁଡଗାଓଁ ରେ ରହିଛି। ଆର୍ଥିକ ବର୍ଷ ୨୦୧୯-୨୦ରେ ଆୟ ଦୁଇଗୁଣା ହୋଇ ପ୍ରାୟ ୨୯୦୦ ଟଙ୍କା ପଯ୍ୟର୍ନ୍ତ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.