Below header
Browsing Tag

Zomato

ମହଙ୍ଗା ପଡ଼ିଲା ଡେଲିଭରି ଚାର୍ଜ ବଢ଼ାଇବା, ଏବେ zomato ଓ swiggyରୁ ଖାଦ୍ୟ ଅର୍ଡର କରିବା ବନ୍ଦ କଲେ ଗ୍ରାହକ

ଆଜିକାଲି ଅନ୍‌ଲାଇନ୍‌ ଫୁଡ୍‌ର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କାର୍ଯ୍ୟବ୍ୟସ୍ତତା ଯୋଗୁ ହେଉ କିମ୍ବା ଖାଦ୍ୟପ୍ରେମୀ ଘରେ ରୋଷେଇ ନ କରି କେବଳ ଆପ୍‌ ମାଧ୍ୟମରେ ଅର୍ଡର ଦେଇ ନିଜ ପସନ୍ଦର ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡରକୁ ଦୃଷ୍ଟିରେ ରଖି…

Zomato କିଣିଲା UberEatsର ଅଂଶୀଦାରୀ, ଏମିତି କହି ବିଦାୟ ଜଣାଇଲେ ୟୁଜର

UberEats ମଙ୍ଗଳବାର ସକାଳେ ଟୁଇଟରରେ କରିଥିବା ଏକ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ୟୁଜରମାନେ ଏହାକୁ ପଢ଼ି ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଟୁଇଟ୍‌ କରି UberEats ଲେଖିଛି ଯେ ‘ଆମେ ୨୦୧୭ରେ ଫୁଡ୍‌ ଡେଲିଭରି ବିଜିନେସ୍‌ ଆରମ୍ଭ କରିଥିଲୁ। ଆଜି ଏହି ଯାତ୍ରା ଏକ…

ଏହି ଦୀପାବଳିରେ ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ଆମାଜନ୍‌, ଗ୍ରାହକ ବି ପାଇବେ ସୁବିଧା

ଚଳିତବର୍ଷ ଦୀପାବଳିରେ ଆମାଜନ୍‌ ଫୁଡ୍‌ ଡେଲିଭରି ବିଜ୍‌ନେସ୍‌ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି। ଆମାଜନ୍‌ର ବେପାର ଆରମ୍ଭ ହେଲା ପରେ ଏହା ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ କମ୍ପାନୀ ୩୫୦୦ କୋଟି ଟଙ୍କାର ଫଣ୍ଡ ଏକାଠି କରିଥିବା…

ନିଜ ଭୁଲ୍‌ ମାନିଲା ଜୋମାଟୋ, କହିଲା ଏମିତି କଥା

ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ଓ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଏବଂ ରେସ୍ତୋରାଁ ମାଲିକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଜୋମାଟୋ ଗୋଲ୍ଡକୁ ନେଇ ରେସ୍ତୋରାଁର ମାଲିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୋମାଟୋ ଗୋଲ୍ଡ ପ୍ରୋଗ୍ରାମ ମାଧ୍ୟମରେ କମ୍ପାନୀ ୨୮ଠଠ କୋଟି ଟଙ୍କାର ବେପାର…

କ୍ୟାବ୍‌ ପାଇଁ ନଥିଲା ଟଙ୍କା, ନିଜ ବୁଦ୍ଧି କାଢି ZOMATO ଠାରୁ ଏମିତି ସାହାଯ୍ୟ ନେଲେ ବ୍ୟକ୍ତି

ରାତି ଅଧରେ ରାଜରାସ୍ତାରେ ଆପଣ ଛିଡା ହୋଇଛନ୍ତି । ଘରକୁ ଯିବା ପାଇଁ ପକେଟରେ ଟଙ୍କା ନାହିଁ । ଏମିତିରେ କଣ କରିବେ ଆପଣ ? ନିଶ୍ଚିତ ଭାବରେ କାହାଠୁ ଲିଫ୍ଟ ନେବା କଥା ଚିନ୍ତା କରିବେ । କିନ୍ତୁ ଆଜିକାଲି ସମୟ ଏମିତି ହେଲାଣି ଲିଫ୍ଟ ଦେବାକୁ ଏବଂ ନେବାକୁ ଲୋକମାନେ ଭୟ କରୁଛନ୍ତି । ତେବେ ଆମେ…

ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

ହାଓ୍ଵଡ଼ାରେ ଜୋମାଟୋ କର୍ମଚାରୀଙ୍କ ଆନ୍ଦୋଳନ । ଗୋମାଂସ ଏବଂ ଘୁସୁରୀ ମାଂସ ଡେଲିଭରି ଦେବାକୁ ବାଧ୍ୟ କରିବାରୁ ଏହର ପ୍ରତିବାଦ କରିଛନ୍ତି କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୋମାଂସ ଡେଲିଭରି ଦେବାକୁ କଂପାନୀ କହିବାରୁ ପ୍ରଥମେ ଏମାନେ ମନା କରିଥିଲେ ।…

କର୍ମ ହିଁ ଭଗବାନ : ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଜୋମାଟୋର ଏହି ଡେଲିଭରୀ ବୟ, ଦେଖନ୍ତୁ ଭିଡିଓ

ଏହି ଦିନରେ ଜୋମାଟୋର ମାମଲା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କିଏ ଜୋମାଟୋ ଆପରେ ନିଜ ମୋବାଇଲରେ ଅଭିଯୋଗ କରୁଛନ୍ତି ଆଉ କେହି ଖାଦ୍ୟରେ ଚନ୍ଦନ ଏବଂ ଟୋପି ଲଗାଉଛନ୍ତି। କାମକୁ ଭଗବାନ ବୋଲି ପ୍ରମାଣ କରାଇଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବୟ। ସେ ନିଜ ଜୀବନକୁ ବାଜି ଲଗାଇ ଗ୍ରାହକଙ୍କୁ…

ମୁସଲିମ୍ ଡେଲିଭରୀ ବୟଠୁ ଖାଦ୍ୟ ନେବାକୁ ମନା କଲେ ହିନ୍ଦୁ ଗ୍ରାହକ, Zomato ଦେଲା ଉଚିତ୍ ଶିକ୍ଷା

ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର ମଣିଷ । ସଂପ୍ରଦାୟ – ସଂପ୍ରଦାୟ ମଧ୍ୟରେ ଏଠି ସୃଷ୍ଟି ହେଉଛି ଝଡ । କେଉଁଠି ମାରପିଟ୍ ତ କେଉଁଠି ହେଉଛି ଦଙ୍ଗା । ଇଶ୍ବର ବିଶ୍ବାସକୁ ନେଇ କେବଳ ହେଉଛି ବିବାଦ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାର ଗଭୀରତା ଏତେ ବଢିଯାଇଛି ଯେ ତାର ଛିଟା ଦେଖିବାକୁ…

ଅର୍ଡରରେ ପନୀର ବଦଳରେ ଗ୍ରାହକଙ୍କୁ ମିଳିଲା ଚିକେନ୍, ଜୋମାଟୋ ଏବଂ ପୁନେ ଇଟରୀକୁ ୫୫ହଜାର ଟଙ୍କା ଜରିମାନା ଦେବାକୁ…

ପୁନେ: ଜଣେ ସାକାହାରୀ ଅର୍ଡର ଦେଇଥିବା ଉପଭୋକ୍ତାଙ୍କୁ ମାଂସାହାରୀ ଭୋଜନ ଦେବା କାରଣରୁ ପୁନେର ଏକ ହୋଟେଲ ଏବଂ ଫୁଡ୍ ଡେଲିଭରୀ ସଂସ୍ଥା ଜୋମାଟୋ ଉପରେ ୫୫ହଜାର ଟଙ୍କାର ଜରିମନା ଲାଗାଛନ୍ତି ଉପଭୋକ୍ତା କୋର୍ଟ । ମିଡିଆ ରିପୋର୍ଟ ଅନୁସାରେ ଉପଭୋକ୍ତା କୋର୍ଟ ଜୋମାଟୋକୁ ୪୫ ଦିନ ଭିତରେ ଓକିଲ…

ସାବଧାନ ! ସ୍ବିଗି, ଜାମାଟୋରୁ ଖାଇବା ଅର୍ଡର କରିବା ଆପଣଙ୍କୁ ପଡୁଛି ମହଙ୍ଗା, ଜାଣନ୍ତୁ କିପରି ?

ଯଦି ଆପଣ ମଧ୍ୟ ଅନଲାଇନ କମ୍ପାନୀଠାରୁ ଖାଦ୍ୟ ଅର୍ଡର କରନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଅନଲାଇନ ଫୁଡ ଏଗ୍ରୀଗେଟର ସ୍ବିଗି, ଜମାଟୋ ଭଳି କମ୍ପାନୀ ଦ୍ବାରା ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କାରଣ ଅନଲାଇନ ଫୁଡ ଏଗ୍ରୀଗେଟର ମାନେ ଅନେକ ଖାଦ୍ୟର…

ହଟିଲା ହାଡ ଭଙ୍ଗା ପରିଶ୍ରମ, ରାମୁ ଦୁଃଖ ବୁଝି ZOMATO ଉପହାର ଦେଲେ ଇଲେକ୍ଟ୍ରୀକ୍ ଟ୍ରାଏ ସାଇକେଲ

କିଛି ଦିନ ପୁର୍ବରୁ ନିଜ ଟ୍ରାଏ ସାଇକେଲରେ ଘରକୁ ଘର ବୁଲି ଟାଇମରେ ଜୋମାଟୋର ଖାଦ୍ୟ ପହଞ୍ଚାଉଥିବା ଦିବ୍ୟାଙ୍ଗ ଯୁବକ ରାମୁ ସାହୁଙ୍କ କଥା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।ଏହି ଦିବ୍ୟାଙ୍ଗ ରାମୁଙ୍କ ପରିଶ୍ରମ ପାଇଁ ସବୁଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଥିଲା। ନିଜର ନିଷ୍ଠାପର କାମ…

ZOMATO କଲା କିଛି ଏମିତି କାମ, ଯାହା ସୋସିଆଲ ମିଡିଆରେ ହୋଇଗଲା ଭାଇରାଲ

ରୋଜଗାର କରିବା ଆମର ବହୁତ ଆବଶ୍ୟକ ଅଟେ। କାରଣ ଖାଦ୍ୟ,ବସ୍ତ୍ର,ବାସଗ୍ରୁହ ମଣିଷର ସବୁଠାରୁ ବଡ ଆବଶ୍ୟକତା। କିନ୍ତୁ ସେତିକି ବି ଆମେ ବିନା ରୋଜଗାରରେ ହାସଲ କରିପାରିବା ନାହିଁ। ରୋଜଗାର କରିବା ଦ୍ବାରା ଆମେ ଆମ ଜିବିକାରେ ସବୁକିଛି ପାଇପାରିବା। ସବୁ ମଣିଷଙ୍କୁ ନିଜ ଜୀବନରେ ରୋଜଗାରର କୌଣସି…