Browsing Tag

Zomato delivery boy

ଜୋମାଟୋ ବଦଳାଇଲା ନିଷ୍ପତ୍ତି, ଆମିଷ ଓ ନିରାମିଷ ଖାଦ୍ୟ ଡେଲିଭରୀ ଏଜେଣ୍ଟ ପିନ୍ଧିବେ ନାଲି ଡ୍ରେସ

ଲୋକପ୍ରିୟ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନିରାମିଷ ଗ୍ରାହକଙ୍କ ପାଇଁ ଖାସ୍‌ ସେବା ଘୋଷଣା କରିଥିଲା । ଆଉ ଏଥିପାଇଁ ଶୁଦ୍ଧ ଶାକାହାରୀ ଲୋକ ବହୁତ ଖୁସି ହୋଇଯାଇଥିଲେ । କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଦୀପିନ୍ଦର ଗୋଏଲ୍ ଏହି Pure Veg Mode ସର୍ଭିସ୍ ଲଞ୍ଚ କରିବାକୁ ଘୋଷଣା…

ଡେଲିଭର ବୟ ବନିଲେ ଜୋମାଟୋ ସିଇଓ, ଜାଣନ୍ତୁ କାରଣ

ଡେଲିଭର ବୟ ବନିଲେ ଜୋମାଟୋ ସିଇଓ । କଣ ଆଶ୍ଚର୍ଯ୍ୟ ହୋଇଗଲେ, ଭାବୁଛନ୍ତି ସିଇଓ ପୁଣି ଜୋମାଟୋ ଡେଲିଭର ବୟ । କଥାଟା ଟିକେ ନିହାତି ଗଡବଡ ଲାଗୁଥିବ । କିନ୍ତୁ ବାସ୍ତବରେ ଏମିତି ହିଁ ହୋଇଛି । ଡେଲିଭର ବୟ ବନିଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ଫ୍ରେଣ୍ଡସିପ ଡେକୁ ସ୍ପେଶାଲ କରିବା ପାଇଁ…

ଖାଇବା ପାର୍ସଲ ଦେବା ପରେ ଯୁବତୀଙ୍କୁ ଜାବୁଡି ଧରି କିସ୍‌ କଲେ ଜମାଟୋ ଡେଲିଭରୀ ବଏ୍‌, ଅଭିଯୋଗ ପରେ ହେଲେ ଗିରଫ

ମହାରାଷ୍ଟ୍ର ପୁନେରେ ୪୨ ବର୍ଷୀୟ ଜମାଟୋ ଡେଲିଭରୀ ବଏ୍‌ ୧୯ ବର୍ଷୀୟ ଯୁବତୀଙ୍କୁ ଜବରଦସ୍ତ କିସ୍‌ କରିଥିବା ମାମଲା ସାମ୍ନାକୁ ଆସିଛି। ପୀଡିତା ଯୁବତୀ ଜଣକ ଏହାକୁ ନେଇ ଥାନାରେ ମାମଲା ଦାଏର କରିଛନ୍ତି। ମାମଲା ପରେ ପୋଲିସ ଡେଲିଭରୀ ବଏଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ୟେଓ୍ଵଲେବାଡି…

ଜୋମାଟୋ ଡ଼େଲିଭରି ବୟକୁ କାହିଁକି ଚପଲରେ ପିଟିଲେ ମହିଳା ? କାନ୍ଦି କାନ୍ଦି କହିଲେ ଏମିତି କଥା, ଭିଡିଓ ଭାଇରାଲ …

ଜୋମାଟୋ ଡ଼େଲିଭରି ବୟକୁ ଜଣେ ମହିଳା ଜୋତାରେ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ଡ଼େଲିଭରି ବୟ ଏକ ଅର୍ଡର ଦେବାକୁ ଯାଉଥିଲେ ଏହି ସମୟରେ ଘଟଣାଟି ଘଟିଛି। ଭାଇରାଲ ହେବାରେ ଲାଗିଛି । ଏକ ଅର୍ଡର ଡେଲିଭରୀ ଦେବାକୁ ଯାଉଥିବା ବେଳେ ଜୋମାଟୋ ବୟଙ୍କ ସହ ଏମିତି…

Zomato ଡେଲିଭରି ବୟଙ୍କୁ ଛୁରୀ ଭୁସି ହତ୍ୟା; ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନିଜେ ଗାଡ଼ି ଚଲାଇ ପହଞ୍ଚିଥିଲେ ହସ୍ପିଟାଲ

ଇନ୍ଦୋରର ବାଣଗଙ୍ଗା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଯୁବକ ଜଣକ ଜମାଟୋର ଡେଲିଭରି ବୟ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତିରେ କରୋଲ ବାଗରେ ସେ ଅର୍ଡର ଡେଲିଭରି କରିବାକୁ ଯାଉଥିଲେ। ସେହି ସମୟରେ ବିଚ୍‌ ରାସ୍ତାରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ପଇସା ମାଗିଥିଲେ। ଯୁବକ ପଇସା…

ଚର୍ଚ୍ଚାରେ କଟକର ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା

କଟକ (କେନ୍ୟୁଜ) : କିଏ କହିଲା ଝିଅ କିଛି କରିପାରିବେନି। ପୁଅମାନେ ଯେ କେବଳ ସବୁ କରିପାରିବେ ଝିଅମାନେ ଘରର ଦାୟିତ୍ୱ ନେଇପାରିବେନି। ନା, ଝିଅ ବି ସବୁ କରିପାରିବେ ତାହା ପୁଣି ବହୁତ ଭଲ ଭାବରେ। ଯେତେ ବି ଭାରି କାମ ହେଉ ପୁଅଙ୍କ ଭଳି ଝିଅ ମଧ୍ୟ ସବୁ କିଛି କରିପାରିବେ। ପୁଅ ଆଉ ଝିଅଙ୍କ…

Zomato ମାମଲାରେ ଟ୍ଵିଷ୍ଟ୍‍, ଏବେ ଡେଲିଭରି ବୟ ଜଣାଇଲେ ପ୍ରକୃତ ଘଟଣା ! ଟ୍ଵିଟରରେ ହଙ୍ଗାମା

ବେଙ୍ଗାଲୁରୁରେ ଜଣେ ଯୁବତୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଜମାଟୋର ଜଣେ ଡେଲିଭରି ବୟଙ୍କୁ ଗତକାଲି ପୋଲିସ ଗିରଫ କରି ନେଇଛି। କିନ୍ତୁ ଏବେ ଏହି ମାମଲାରେ ଏକ ଟ୍ଵିଷ୍ଟ୍‍ ଆସିଛି। ଡେଲିଭରି ବୟ ପୂରା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଦାବି କରିଛନ୍ତି କି, ଯୁବତୀ ନିଜେ ହିଁ ନିଜକୁ…

ଅର୍ଡର କ୍ୟାନ୍ସଲ କରିଦେବାରୁ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଲେ ଜମାଟୋ ଡେଲିଭରୀ ବୟ, ପୀଡ଼ିତାଙ୍କୁ କ୍ଷମା ମାଗିଲା…

ବେଙ୍ଗାଲୁରୁରେ ଜମାଟୋ ଡେଲିଭରୀ ବୟଙ୍କ ଦୁର୍ଦ୍ଦାନ୍ତ କାରନାମା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ବୁଧବାର। ଜଣେ ଯୁବତୀ ଜମାଟୋରେ ଅର୍ଡର କରିଥିବା ଖାଦ୍ୟକୁ କ୍ୟାନ୍ସଲ କରିଦେବାର ଜାଣି ଡେଲିଭରୀ ବୟ ହଠାତ୍‌ ରାଗିଯାଇଥିଲେ। ଆଉ ତା’ପରେ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଇଥିଲେ। ଖବରରୁ…

ଚୀନ୍‌କୁ ବିରୋଧ କରି ଜୋମାଟୋରୁ ଇସ୍ତଫା ଦେଲେ ଡଜନେରୁ ଊର୍ଦ୍ଧ୍ୱ ଡେଲିଭରି ବୟ, ଜାଳିଦେଲେ କମ୍ପାନୀର ଟି-ସାର୍ଟ

ଲଦାଖରେ ଚୀନ୍‌ର ବିଶ୍ୱାସଘାତକତା ପରେ ଭାରତରେ ଚୀନ୍‌ର ଦ୍ରବ୍ୟ ଓ ଚୀନୀ ନିବେଶକୁ ବିରୋଧ ବଢ଼ିଚାଲିଛି। ଇତି ମଧ୍ୟରେ କଲିକତାରେ ଆପ୍‌ ଆଧାରିତ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋରେ କାମ କରୁଥିବା ଡେଲିଭରି ବୟଙ୍କ ଏକ ଗ୍ରୁପ୍‌ ଏହି କମ୍ପାନୀରୁ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।…

Zomato ବୟଙ୍କ କ୍ୟୁଟ ସ୍ମାଇଲ୍‌ ଲୋକଙ୍କୁ କଲା ପାଗଳ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ କିଛି ଦିନ ତଳେ ଜଣେ ଜୋମାଟୋ ଡେଲିଭରୀ ବୟଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ। ସେହିପରି ଏବେ ଆଉ ଜଣେ ଜୋମାଟୋ ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହି ଭାଇରାଲ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।…

କ୍ୟାବ୍‌ ପାଇଁ ନଥିଲା ଟଙ୍କା, ନିଜ ବୁଦ୍ଧି କାଢି ZOMATO ଠାରୁ ଏମିତି ସାହାଯ୍ୟ ନେଲେ ବ୍ୟକ୍ତି

ରାତି ଅଧରେ ରାଜରାସ୍ତାରେ ଆପଣ ଛିଡା ହୋଇଛନ୍ତି । ଘରକୁ ଯିବା ପାଇଁ ପକେଟରେ ଟଙ୍କା ନାହିଁ । ଏମିତିରେ କଣ କରିବେ ଆପଣ ? ନିଶ୍ଚିତ ଭାବରେ କାହାଠୁ ଲିଫ୍ଟ ନେବା କଥା ଚିନ୍ତା କରିବେ । କିନ୍ତୁ ଆଜିକାଲି ସମୟ ଏମିତି ହେଲାଣି ଲିଫ୍ଟ ଦେବାକୁ ଏବଂ ନେବାକୁ ଲୋକମାନେ ଭୟ କରୁଛନ୍ତି । ତେବେ ଆମେ…

କର୍ମ ହିଁ ଭଗବାନ : ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଜୋମାଟୋର ଏହି ଡେଲିଭରୀ ବୟ, ଦେଖନ୍ତୁ ଭିଡିଓ

ଏହି ଦିନରେ ଜୋମାଟୋର ମାମଲା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କିଏ ଜୋମାଟୋ ଆପରେ ନିଜ ମୋବାଇଲରେ ଅଭିଯୋଗ କରୁଛନ୍ତି ଆଉ କେହି ଖାଦ୍ୟରେ ଚନ୍ଦନ ଏବଂ ଟୋପି ଲଗାଉଛନ୍ତି। କାମକୁ ଭଗବାନ ବୋଲି ପ୍ରମାଣ କରାଇଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବୟ। ସେ ନିଜ ଜୀବନକୁ ବାଜି ଲଗାଇ ଗ୍ରାହକଙ୍କୁ…