Below header

ମହମ୍ମଦ ସାମୀଙ୍କ ହାଟ୍ରିକ୍ ସହ ଆଫଗାନିସ୍ତାନ ବିପକ୍ଷରେ ବିଜୟୀ ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଆଜିିିି icc  ବିଶ୍ୱକପରେ ସାଉଥମ୍ପଟନ ମୈଦାନରେ ସାମ୍ନାସାମ୍ନୀ ହୋଇଛନ୍ତି ଦୁଇ ଏସୀୟ ରାଷ୍ଟ୍ର। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ନିର୍ଣ୍ଣୟ ନେଇଥିବା ଟିମ ଇଣ୍ଡିଆର ୨୨୫ ରନର ଟାର୍ଗେଟକୁ ପିଛା କରିଥିଲା ଆଫଗାନିସ୍ତାନ । ଲଗାତାର ଦୁଇଟି ବଲରେ ଦୁଇଟି ଓ୍ଵିକେଟ ନେଇ ଆଫଗାନିସ୍ତାନ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ଜଶମୀତ ବୁମରା । ତେବେ ଦେଖିବାକୁ ମିଳିଲାନି ଟିମ୍ ଇଣ୍ଡିଆର ବ୍ୟାଟିଂ ଜଲୱା । ଫେଲ ମାରିଥିଲା ବିରାଟ ଆଣ୍ଡ କୋର ବ୍ୟାଟିଂ ଲାଇନ।

କିଛି ସମୟ ପାଇଁ ଟିମ୍ ଇଣ୍ଡିଆ ହାତରୁ ଖେଳଟି ଖସିଯାଇଥିବା ଭଳି ଅନୁଭୂତ ହୋଇଥିଲା। କିନ୍ତୁ ଭାରତର ଜବରଦସ୍ତ ବୋଲିଂ ଆଫଗାନିସ୍ତାନ ପରାଜୟର କାରଣ ପାଲଟିଥିଲା। ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୩ରନ କରିପାରିଥିଲା ଆଫଗାନିସ୍ତାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.