Below header

ଭାରତ- ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ: ଭାରତର ପଡିଲା ୪ର୍ଥ ୱିକେଟ, ୨୧ ରନ୍ କରି ପ୍ଯାଭିଲିଅନ ଫେରିଲେ ବିହାରୀ

ଶନିବାରଠାରୁ ଆରମ୍ଭ ହୋଇଥିବା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନ ଭାରତ ପାଇଁ ଭଲ ରହିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ୧୯୫ ରନ୍ ରେ  ସୀମିତ ରଖି ଦେଇଛନ୍ତି। ବୁମରା ନିଜେ ୪ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ୍ ୩, ପଦାର୍ପଣକାରୀ ମହମ୍ମଦ ସିରାଜ ୨ ଏବଂ ରବୀନ୍ଦ୍ର ଜାଦେଜା ୧ ୱିକେଟ୍ ନେଇଛନ୍ତି।

ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ବରେ ଟିମ୍ ଭଲ ଖେଳୁଛି। ଏବେ ଭାରତ ୫୭ ଓଭର ଖେଳି ସ୍କୋର ୧୬୬/୪ ରହିଛି। ହନୁମା ବିହାରୀ ୩୧ ରନ୍ କରି ଆଉଟ ହୋଇଛନ୍ତି। ଅଷ୍ଟ୍ରେଲିଆ ତରଫରୁ କେମିନ୍ସ ଦୁଇ ୱିକେଟ ନେଇଥିବା ବେଳେ ମିଶେଲ ଷ୍ଟର୍କ ଗୋଟେ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.