ଶ୍ରୀଲଙ୍କାକୁ ୨୭୫ ରନରେ ରୋକିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ୨୭୫/୯
ଆଜି ପ୍ରେମାଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା। ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମରୁ ଶ୍ରୀଲଙ୍କାର କୌଣସି ଉଇକେଟ ପଡିନଥିବା ବେଳେ ଚହଲ ଇଣ୍ଡିଆକୁ ପ୍ରଥମ ବ୍ରେକଥ୍ରୁ ଦେଇଥିଲେ।…