Below header

ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ କଡ଼ା ମୁକାବିଲା, ଆସନ୍ତା ୧୯ରେ ଓଡିଶାରେ ପହଁଚିବେ ଦୁଇ ଦେଶର ଖେଳାଳି

କଟକ: ଡିସେମ୍ବର ୨୨ତାରିଖରେ ବାରବାଟୀରେ ହେବ ହାଇଭୋଲଟେଜ ମ୍ୟାଚ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ କଡ଼ା ମୁକାବିଲା। ୧୯ତାରିଖରେ ଖେଳାଳିମାନେ ଓଡ଼ିଶା ଆସିବା ପରେ ୨୦ ଓ ୨୧ରେ ବାରବାଟୀରେ ମ୍ୟାଚ ପ୍ରାକ୍ଟିସ କରିବେ। ୧୯ତାରିଖରୁ ଆରମ୍ଭ ହେବ କାଉଣ୍ଟରରେ ଟିକେଟ ବିକ୍ରି। ମ୍ୟାଚକୁ ନେଇ କଟକବାସୀ ବହୁ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.