Below header

ମହିଳା ବ୍ୟାଡମିଣ୍ଟନ : ଭାରତର ପି. ଭି ସିନ୍ଧୁ ବିଜୟୀ

ଭୁବନେଶ୍ବର (କେନ୍ୟୁଜ୍) : ମହିଳା ବ୍ୟାଡମିଣ୍ଟନର ଦଳଗତ ଇଭେଣ୍ଟରେ ଭାରତର ପି. ଭି ସିନ୍ଧୁ ବିଜୟୀ ହୋଇଛନ୍ତି । କ୍ୱାଟର ଫାଇନାଲରେ ସିନ୍ଧୁ ୨୧-୧୮, ୨୧-୧୯ ଗେମରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି । ତେବେ ଅନ୍ୟ ଏକ ମ୍ୟାଚରେ ସାଇନା ନେହଓ୍ଵାଲ ପରାସ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.