Below header

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ସିଏସକେ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହୋଇଛି ଆଇପିଏଲର ଦ୍ୱାଦଶ ସଂସ୍କରଣ। ପ୍ରଥମ ମ୍ୟାଚ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନାଇ ସୁପର କିଙ୍ଗସ ଦଳ। ଗତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଟିମ ସିଏସକେ ଚାମ୍ପିୟନ ହୋଇଥିଲା ।

ଧୋନୀଙ୍କ ସାମ୍ନାରେ ଏହି ମୁକୁଟକୁ ବଞ୍ଚାଇ ରଖିବା ଚ୍ୟାଲେଞ୍ଜ ହେବ । ଚେନ୍ନାଇର ଚିନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ପାଞ୍ଚ ଓଭର ସୁଦ୍ଧା ଆରସିବି ଅଧିନାୟକ ବିରାଟ କୋହଲୀଙ୍କ ୱିକେଟ ହରାଇ ୨୮ ରନ୍ କରିଛି। କୋହଲୀ ମାତ୍ର ୬ ରନ୍ କରି ହରଭଜନ ସିଂହଙ୍କ ବଲରେ ଆଉଟ୍ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.