Below header

IPL 2024 : ଜାଣନ୍ତୁ କେଉଁ ଦଳ କାହାକୁ କଲା ରିଲିଜ

ଆଇପିଏଲ ୨୦୨୪ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛି । ଏଥିମଧ୍ୟରେ ଚେନ୍ନାଇ ସୁପର କିଙ୍ଗ ୮ ଜଣ ଖେଳାଳିଙ୍କୁ ରିଲିଜ କରିଥିବା ବେଳେ ରାଜସ୍ଥାନ ୯ ଏବଂ ଦିଲ୍ଲୀ ୧୧ ଜଣ ଖେଳାଳିଙ୍କୁ ରିଲିଜ କରିଛି ।

ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛି । ଏଥିମଧ୍ୟରେ ଚେନ୍ନାଇ ସୁପର କିଙ୍ଗ ୮ ଜଣ ଖେଳାଳିଙ୍କୁ ରିଲିଜ କରିଥିବା ବେଳେ ରାଜସ୍ଥାନ ୯ ଏବଂ ଦିଲ୍ଲୀ ୧୧ ଜଣ ଖେଳାଳିଙ୍କୁ ରିଲିଜ କରିଛି ।

ଚେନ୍ନାଇ ସୁପରକିଙ୍ଗ୍ସ : ଷ୍ଟୋକ୍ସ, ଅମ୍ବାତି ରାୟଡୁ, ପ୍ରୀଟୋରିୟସ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଆକାଶ ସିଂ, କାଇଲ ଜେମିସନ, ସିସଂଦା ମଗାଲା ।

ଗୁଜରାଟ ଟାଇଟନ୍ସ : ହାର୍ଦ୍ଦିକ ପାଣ୍ଡ୍ୟା, ୟଶ ଦୟାଲ, କେଏସ ଭାରତ, ଶିବମ ମାଭି, ଉର୍ବିଲ ପଟେଲ, ପ୍ରଦୀପ ସାଙ୍ଗଓ୍ଵାନ, ଓଡେନ ସ୍ମିଥ, ଅଲଜାରୀ ଜୋସେଫ, ଦାସୁନ ଶନାକା ।

ରାଜସ୍ଥାନ ରୟାଲ୍ସ : ଜୋ ରୁଟ୍‌, ଅବ୍ଦୁଲ ବାସିଥ, ଜେସନ ହୋଲଡର, ଆକାଶ ବଶିଷ୍ଠ, କୁଲଦୀପ ଯାଦବ, ଔଭେଡ ମେକାୟ, ମୁରୁଗନ ଅଶ୍ୱିନ, କେସି କାରିୟପ୍ପା, କେଏମ ଆସିଫ ।

ଦିଲ୍ଲୀ କ୍ୟାପିଟାଲ୍ସ : ରାଇଲି ରୁସି, ଚେତନ ସକାରିୟା, ପାେଓ୍ଵଲ, ମନୀଷ ପାଣ୍ଡେ, ମୁସ୍ତଫିଜୁର ରହମାନ, କମଲେଶ ନାଗରକୋଟି, ରିପଲ ପଟେଲ, ସରଫରାଜ ଖାନ, ଅମନ ଖାନ, ପ୍ରିୟମ ଗର୍ଗ ।

ପଞ୍ଜାବ କିଙ୍ଗ୍ସ : ଭାନୁକା ରାଜପେକ୍ଷ, ମୋହିତ ରାଠୀ, ରାଜ ଅଙ୍ଗଦ ବାବା, ଶାହରୁଖ ଖାନ୍‌, ବଲତେଜ ଢାଣ୍ଡା ।

ମୁମ୍ବାଇ ଇଣ୍ଡିଆନ୍ସ : ଜସପ୍ରୀତ ବୁମରା, କ୍ରିସ ଜୋର୍ଡନ, ରିତିକ ଶୌକିନ, ରାଇଲି ମେରେଡିଥ, ରିଚର୍ଡସନ, କୁମାର କାର୍ତ୍ତିକେୟ, ପୀୟୁଷ ଚାଓ୍ଵଲା, ସନ୍ଦୀପ ଓ୍ଵାରିଅର, ଆକାଶ ମଧଓ୍ଵାଲ, ଜେସନ ବେହରେଡୋଫ, ରାଘବ ଗୋଏଲ ।

କୋଲକତା ନାଇଟ ରାଇଡର୍ସ: ଶାକିବ ଅଲ ହସନ, ଲିଟନ ଦାସ, ଡେଭିଡ ବିଜା, ନାରାୟଣ ଜଗଦୀଶନ, ମନଦୀପ ସିଂ, କୁଲବନ୍ତ ଖଲଲେରିୟା, ଶାର୍ଦ୍ଦୁଳ ଠାକୁର, ଲକି ଫଗ୍ୟୁସନ, ଉମେଶ ଯାଦବ, ଟିମ ସାଉଦି, ଜନସନ ଚାଲର୍ସ ।

ସନରାଇଜର୍ସ ହାଇଦ୍ରାବାଦ : ହେରି ବ୍ରୁକ, ଆଦିଲ ରଶିଦ, କାର୍ତ୍ତିକ ତ୍ୟାଗୀ, ବିବରାନ୍ତ ଶର୍ମା, ଅକିଲ ହୁସୈନ, ସମର୍ଥ ବ୍ୟାସ ।

ଲକ୍ଷ୍ନୌ ସୁପର ଜିଆଣ୍ଟସ : ଜୟଦେବ ଉନ୍ମାଦକତ, ଡେନିଏଲ ସେମ୍ସ, ମନନ ବୋହରା, ସ୍ୱପ୍ନିଲ ସିଂ, କର୍ଣ୍ଣ ଶର୍ମା, ଅର୍ପିତ ଗୁଲେରିୟା, ସୂର୍ଯ୍ୟାଂଶ ଶେଡଗେ, କରୁଣ ନାଏର ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.