ଆଇସିସି ଟି-୨୦ରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଚମତ୍କାର କ୍ୟାଚ୍‌

ଗଏନା : ଗତକାଲି ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟି-୨୦ ମ୍ୟାଚ୍‌ରେ ଏକ ଚମତ୍କାର କ୍ୟାଚ୍‌ ଧରିଥିଲେ ତୈଲା ଭ୍ଳାଏମିଙ୍କ । ଭାରତର ବେଦକୃଷ୍ଣମୂର୍ତ୍ତି ଏକ ହୁକ୍‌ ସଟ୍‌ ଖେଳିଥିଲେ । ତେବେ ବ୍ୟାକଓ୍ଵାର୍ଡ଼ ସ୍କୋୟାରଲେଗରେ ଫିଲଡିଂ କରୁଥିବା ତୈଲା ନିଜ ଡାହାଣ ପଟକୁ ଦୌଡ଼ି ଗୋଟିଏ ହାତରେ ଏହି ଚମତ୍କାର କ୍ୟାଚ୍‌ ଧରି ତାଙ୍କୁ ଆଉଟ୍‌ କରିଥିଲେ । କୃଷ୍ଣମୂର୍ତ୍ତି ମାତ୍ର ୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଯଦିଓ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୪୮ ରନ୍‌ରେ ପରାସ୍ତ ହୋଇଥିଲା ତେବେ ତୈଲାଙ୍କର ଏହି କ୍ୟାଚ୍‌ ବେଶ୍‌ ଚର୍ଚ୍ଚାକୁ ଆସିଛି । ଆସନ୍ତୁ ଦେଖିବା ତାର ଭିଡିଓ ।

Leave A Reply

Your email address will not be published.