Below header

ଆଜି ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ, ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ

କେନ୍ୟୁଜ୍(ବ୍ୟୁରୋ): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି ଖେଳାଯିବ । ହାମିଲଟନରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ଏହି ବିଜୟ ସହ ଭାରତ ପ୍ରଥମ ଥର ଲାଗି ନ୍ୟୁଜିଲାଣ୍ଡ ମାଟିରେ କିଓ୍ଵି ବିପକ୍ଷରେ ଦ୍ୱିପାକ୍ଷିକ ଟି-୨୦ ଅର୍ନ୍ତଜାତୀୟ ସିରିଜ କବଜା କରିବ । ସେପଟେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ଯେକୌଣସି ସ୍ଥିତିରେ ଜିତିବାକୁ ପଡିବ । ଭାରତ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ମାଟିରେ ଗୋଟିଏ ବି ଦ୍ୱିପାକ୍ଷିକ ଟି –୨୦ ସିରିଜ ଜିତି ନାହିଁ ଭାରତ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜରେ ମାତ୍ର ଦୁଇଟି ମ୍ୟାଚ ଖେଳାଯାଇଛି । ଦୁଇଟି ମ୍ୟାଚ ଭାରତ ଜିତିସାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.