Below header

ଆଜି ଆଇପିଏଲରେ ହାଇଭୋଲଟେଜ୍‌ ଟକ୍କର, ମୁହାଁମୁହିଁ ହେବେ ମହେନ୍ଦ୍ର ସିଂହ ଧୋନୀ ଓ କେ.ଏଲ. ରାହୁଲ

ଆଇପିଏଲ ୨୦୨୧ ଅଷ୍ଟମ ଲିଗର ମ୍ୟାଚରେ ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇ ଟିମ ଏବଂ ଓ୍ଵିକେଟ ରକ୍ଷକ ଲୋକେଶ ରାହୁଳ ପଞ୍ଜାବ ଟିମର ନେତୃତ୍ୱ ନେଇଛନ୍ତି ।

ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଚେନ୍ନଇ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଥିବା ବେଳେ ବିଜୟ ଧାରାକୁ ଆଗକୁ ବଢିବା ଲାଗି ଉଦ୍ୟମ କରିବ ପଞ୍ଜାବ । ସିରିଜର ପ୍ରଥମ ମ୍ୟାଚରେ ଦିଲ୍ଲୀ ଠାରୁ ପରାସ୍ତ ହୋଇଥିଲା ଚେନ୍ନଇ । ତେଣୁ ପଞ୍ଜାବ ସହ ଲଢେଇ ପାଇଁ ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବ । ସେପଟେ ରାଜସ୍ଥାନ ବିପକ୍ଷରେ ବିଶାଳ ସ୍କୋର କରିଥିଲା ପଞ୍ଜାବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.