Below header

ଅନୁଗୁଳ: କୁକୁଡାଙ୍ଗ ଗାଁ ଆସପଣ୍ଡ ନିକଟରେ ଛେଳି ଶିକାର କରୁଥିବାବେଳେ ୧୦ଫୁଟର ଅଜଗର ସାପ ଉଦ୍ଧାର

ଅନୁଗୁଳ(କେନ୍ୟୁଜ୍) : ମିଶନ ଅଜଗର । ଅନୁଗୁଳ ଜିଲ୍ଲା କୁକୁଡାଙ୍ଗ ଗାଁ ଆସପଣ୍ଡ ନିକଟରୁ ୧୦ଫୁଟା ଅଜଗର ସାପ ଉଦ୍ଧାର । ଆସପଣ୍ଡ ନିକଟରେ କିଛି ଛେଳି ଚରୁଥିବା ବେଳେ ଅଜଗର ଛେଳିକୁ ଶିକାର କରୁଥିଲା । ଏହି ସମୟରେ ଛେଳି ଚରାଳି ଗାଁ ଲୋକଙ୍କୁ ଖବର ଦେଇଥିଲା । ପରେ ଅଜଗରକୁ ଉଦ୍ଧାର କରାଯାଇଥିଲା । ଅଜଗରର ଲମ୍ବ ୧୦ ଫୁଟ ହୋଇଥିବା ବେଳେ ଉଦ୍ଧାର ବେଳେ ୪ ଜଣ ନାକେଦମ ହୋଇଥିଲେ । ଏତେ ବଡ ସାପ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.