ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗ୍ରାମବୈତରଣୀ ନଦୀ ପଠାରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗ୍ରାମବୈତରଣୀ ନଦୀ ପଠାରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଗ୍ରାମବାସୀମାନେ ସନ୍ଧ୍ୟା ସମୟରେ ନଦୀକୁ ଯାଇଥିବା ସମୟରେ ଅଜଗରକୁ ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।

ଜଙ୍ଗଲ ବିଭାଗ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଳରେ ଛାଡିଦେଇଛନ୍ତି। ଚଳିତ ବନ୍ୟା ପାଣିରେ ସାପଟି ଆସିଥିବା ବନ ବିଭାଗ ଅନୁମାନ କରୁଛି।

Leave A Reply

Your email address will not be published.