ରାଜଗାଙ୍ଗପୁର-ଝାରସୁଗୁଡ଼ା ମଧ୍ୟରେ ସେଣ୍ଟ୍ରାଲ ଏକ୍ସାଇଜ୍‌, କଷ୍ଟମ ବିଭାଗ ଓ RPFର ଚଢ଼ାଉ, ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧ କେଜି ସୁନା ବିସ୍କୁଟ ଜବତ

ଝାରସୁଗୁଡା(କେନ୍ୟୁଜ୍):  ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧ କେଜି ସୁନା ବିସ୍କୁଟ ଜବତ । ରାଜଗାଙ୍ଗପୁର-ଝାରସୁଗୁଡ଼ା ମଧ୍ୟରେ ଚଢ଼ାଉ ବେଳେ ଏହି ସୁନା ଜବତ ହୋଇଛି । ସେଣ୍ଟ୍ରାଲ ଏକ୍ସାଇଜ୍‌, କଷ୍ଟମ ବିଭାଗ ଓ RPFର ଚଢ଼ାଉ ବେଳେ ଏତେ ପରିମାଣର ସୁନାକୁ ଜବତ କରିଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.