Below header

ଲକ୍‌ ଡାଉନ୍‌ ବି ମାନୁନାହନ୍ତି ଲୋକେ, ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ

କେନ୍ୟୁଜ୍(ବ୍ୟୁରୋ):  ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ ହୋଇଛି । ଲକ୍‌ ଡାଉନ୍‌ ନିୟମ ଖିଲାପ କରିଥିବାରୁ ୧୩୭ ଜଣ ଓ ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍‌ 19 ନିୟମାବଳୀ ଉଲଂଘନ ନେଇ ଅନ୍ୟ ୭ଟି ମାମଲା ମଧ୍ୟ ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.