ରାୟଗଡ଼ା ଜେମାଦେଇପେଣ୍ଠ ଷ୍ଟେସନ ନିକଟରେ ଅଘଟଣ, ଟ୍ରେନ୍‌ ଧକ୍କାରେ ୧୬ ଗୋରୁ ମୃତ

ରାୟଗଡ଼ା: ଟ୍ରେନ୍‌ ଧକ୍କାରେ ୧୬ ଗୋରୁ ମୃତ । ରାୟଗଡ଼ା ଜେମାଦେଇପେଣ୍ଠ ଷ୍ଟେସନ ନିକଟରେ ଦୁର୍ଘଟଣା ଏଭଳି ଘଟଣା ଘଟିଛି । କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍‌ ଧକ୍କାରେ ଘଟଣା ସ୍ଥଳରେ ସମସ୍ତ ଗୋରୁଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.