Below header

ସୁନ୍ଦରଗଡ ସୀମାନ୍ତ ସମଡେଗାରୁ ୧୮୦ କିଲୋଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ସମଡେଗାରୁ ୧୮୦ କିଲୋଗ୍ରାମ ଗଞ୍ଜେଇ ଜବତ । କୁତ୍ରା ସଲଗାବାହାଲ ରାସ୍ତା ଦେଇ ଝାଡଖଣ୍ଡ ସମଡେଗାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସମଡେଗା ପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଫରିଦାବାଦର ରୁଷମ ଯାସଦବ ଓ ବିହାରର ଗୁନ୍ଦୁ ଚୌଧୁରୀ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଏକ କାରରେ ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଯଣାପଡିଛି । ଅନୁଗୁଳ ଜିଲ୍ଲାରୁ ଏହି ଗଞ୍ଜେଇ ଆସିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.