Browsing Tag

ganza seized

ଘରକୁ ପଶିଲା କାର୍, ଗାଡ଼ି ଭିତରୁ ବାହାରିଲା ୧୮୪ କେଜି ଗଞ୍ଜେଇ

ସୁବର୍ଣ୍ଣପୁର : ଗାଡ଼ିଟି ଘରେ ଧକ୍କା ଦେଇ ଘର ଭାଙ୍ଗିବା ସହ ଗାଡ଼ିର ସାମ୍ନାପଟ ଭାଙ୍ଗିରୁଜି ଚୁର୍ମାର୍ ହୋଇଯାଇଛି । ଏ କାଣ୍ଡ ଦେଖି ଅନୁମାନ କରାଯାଉଛି କି କୌଣସି ନିଶାସକ୍ତ ଡ୍ରାଇଭରର କାମ । କାହିଁକି କିଏ ବା ଏମିତି ରାସ୍ତାରେ ଯିବା ବେଳେ ଓଲଟି ଘର ଉପରେ ଗାଡ଼ି ଆଣି ଚଢ଼ାଇବ । ସେ ପୁଣି ଭୋରୁ…

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । କୌଣସି ଏକ ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡି ପିଓ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଲମତାପୁଟ ନିକଟ ତୁସୁବା ଛକ ଜଗି ରହିଥିଲେ । ଏହି…

୧ କୋଟି ୭ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁ ମାରିଲେ ନିଶା ମାଫିଆ

ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ହେଲେ ଯେଉଁ ନିଶା ମାଫିଆ ଗଞ୍ଜେଇକୁ ଚୋରା ଚାଲାଣ କରୁଥିଲେ ସେମାନଙ୍କର ନାହିଁ ଦେଖା ଦର୍ଶନ । କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଛୁ ମାରିଲେ ମାଫିଆ । ପୋଲିସକୁ ଦେଖି ନିଜ ଜୀବନ ବଞ୍ଚାଇ ଦୌଡ଼ିଲେ । ଯେଉଁଥିପାଇଁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିଲେ…

ଦାମୀ ଗାଡ଼ିରେ ଚାଲାଣ କରୁଥିଲେ ପୁଳା ପୁଳା ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତଙ୍କୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ

ରାସ୍ତାରେ ଖୁବ୍‌ ଜୋର୍‌ରେ ଯାଉଛି କାର୍‌ ଟି ତା ପିଛାରେ ଯାଉଛି ପୋଲିସ ଭ୍ୟାନ୍‌ । କେତେବେଳେ ନାଲି କାର୍‌ଟି ଆଗରେ ପୋଲିସ ଭ୍ୟାନ୍‌ ଯାଉଛି ତ ପୁଣି କେତେବେଳେ ପୋଲିସ ଭ୍ୟାନ୍‌ ଆଗରେ ନାଲି କାର୍‌ଟି ଯାଉଛି । ବେଶ୍‌ କିଛି ସମୟ ଧରି ଚାଲିଥିଲା ଏପରି ଛକା ପଞ୍ଝା ।କାରଣ ଏ ଦୃଶ୍ୟ ରାସ୍ତାରେ…

ଗଞ୍ଜେଇ ଚୋରା ଚାଲାଣବେଳେ ୩ ଗିରଫ, ୭୧ କିଲୋ ଗଞ୍ଜେଇ ଜବତ

ଗଜପତି(କେନ୍ୟୁଜ): ଗଞ୍ଜେଇ ଚାଲାଣ ବେଳେ ଆରପିଏଫର ୨ କନେଷ୍ଟେବଳଙ୍କ ସମେତ ୩ ଗିରଫ । ଆନ୍ଧ୍ରପ୍ରଦେଶର ଇଛାପୁରମ ପୋଲିସକୁ ବଡ଼ ସଫଳତା | ଇଛାପୁରମରରୁ ପୁନେକୁ ଗଞ୍ଜେଇ ଚାଲାଣ ବେଳେ ପାରଳାଖେମୁଣ୍ଡିର ୩ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୨ଜଣ ଆରପିଏଫ କନେଷ୍ଟେବଳ ଅଛନ୍ତି । ୭୧…

ଯାତ୍ରୀବାହି ବସ୍ ରୁ ଗଞ୍ଜେଇ ଜବତ, ଦୁଇ ଚାଲାଣକାରି ଗିରଫ 

ମୋହନା(କେନ୍ୟୁଜ):  ଗଜପତି ଜିଲ୍ଲା ଅଡବା ପୋଲିସ୍ ଶନିବାର ସକାଳ ସମୟରେ ପାଇ ଗୁଡ଼ାରୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଚାଲାଣକାରିଙ୍କୁ ଗିରଫ କରିଛି l ପୋଲିସ ବିଶ୍ୱସ୍ତ ସୁତ୍ର ରୁ ଖବର ପାଇ ଅଡବା ରେ ବସ୍ ଟିକୁ…

ଟ୍ରକ ସହ ଗଞ୍ଜେଇ ଜବତ, ଦୁଇ ଅନ୍ତଃରାଜ୍ୟ ମାଫିଆ ଗିରଫ

ମୋହନା (କେନ୍ୟୁଜ) : ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ତରବାଙ୍ଗ ଛକ ନିକଟରେ ଗୁରୁବାର ପୋଲିସ ଯାନବାହନ ଯାଞ୍ଚ କଲାବେଳେ ଏକ ଟାଟା ୧୧୦୯ ଟ୍ରକ ନଂ BR ୧୯ F ୧୨୫୦ ରୁ ୧୦ ଟି ଜରି ବ୍ୟାଗ ରୁ ୩୩୨ କେ.ଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଏହାସହ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବିହାରର…

ଘରୁ ଧାନ ନୁହେଁ ବାହାରୁଛି ବସ୍ତା ବସ୍ତା ଗଂଜେଇ, ୧୦୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ପରେ ଜନଶୂନ୍ୟ ପୂରା ଗାଁ 

ଗଂଜାମ : ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦସେଇପୁର ଗାଁ ନିକଟରେ ଥିବା କୃଷ୍ଣପୁର ଗାଁ । ଏହି ଗାଁ'କୁ ଲାଗିରହିଥିବା ପ୍ରାୟ କୋଡିଏ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଓ ପାଟପୁର ଥାନା ପୋଲିସ । ଗଞ୍ଜେଇ ବ୍ୟାପକ ପରିମାଣରେ…

ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କଲା ବାସୁଦେବପୁର ପୋଲିସ

ଭଦ୍ରକ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏହା ଜବତ ହୋଇଛି। ସୁଦର୍ଶନପୁର ପଞ୍ଚାୟତ ସ୍ଥିତ ମିରିଗାଁ ଛକ ରାସ୍ତାରେ ଗାଡ଼ି ଚେକିଂ ଚାଲିଥିଲା। ଏକ ହୋଣ୍ଡାଇ ଏକସେଣ୍ଟ ଗାଡିକୁ ଚେକିଂ କରିବା ସମୟରେ ତା ମଧ୍ୟରୁ ଏକ କୁଇଣ୍ଟାଲରୁ ଅଧିକ ହେବ ଗଞ୍ଜେଇ…

ଟ୍ରକ ସହ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା (କେନ୍ୟୁଜ ବ୍ୟୁରୋ): ଯେମିତି ଲାଗୁଛି ଗଜପତି ଜିଲ୍ଲା ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ l ଗଜପତି ଏସପି ତପନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍.ଉଦୟଗିରି ଏଡିପିଓଙ୍କ ତତ୍ଵାବଧାନରେ ମୋହନା ଥାନା ଅଧିକାରୀ ଏହି ଗଂଜେଇ ଜବତ କରିଥିଲେ l ସୂଚନା ଅନୁଯାୟୀ ଅଡବା ଠାରୁ ମୋହନା ମଝି…

ପରିବା ଟ୍ରକ ଭିତରୁ ଜବତ କରାଗଲା ୮୦ ଲକ୍ଷ ଟଙ୍କାର ଗଂଜେଇ

ଭୁବନେଶ୍ଵର : ରାଜ୍ୟ ଏକ୍ସାଇଜ୍ ବିଭାଗ ମଙ୍ଗଳବାର ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ୮୦ ଲକ୍ଷରୁ ଅଧିକ ମୂଲ୍ୟର ପାଞ୍ଚ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି । ଗଞ୍ଜେଇ ଚାଲାଣର ନୂଆ ତରିକା । ପରିବା ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ । ଆନ୍ଧ୍ରପ୍ରଦେଶରୁ ବିହାର ଭାୟା ଭୁବନେଶ୍ୱର । ଚାଲାଣ ବେଳେ…

ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ, ଗାଡି ସହ ୧୫୩ କେଜି ଗଞ୍ଜେଇ ଜବତ ୬ ଗିରଫ 

ମୋହନା(କେନ୍ୟୁଜ ବ୍ୟୁରୋ): ଗଜପତି ଜ଼ିଲ୍ଲା ଅଡବା ଏବଂ ଆର. ଉଦୟଗିରି ପୋଲିସ ପକ୍ଷରୁ ପୃଥକ ପୃଥକ ଚଢ଼ାଉ କରି ଦୁଇଟି ଗାଡି ସହ ୧୫୩ କେଜି ଗଞ୍ଜେଇ ଜବତ କରାଯାଇଛି l ଅଡବା ପୋଲିସ ଝିଲିକି ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୁଣ୍ଡାଇ କାର ନଂ OD-02-BG-1397ରୁ 53 କେଜି ଗଞ୍ଜେଇ ଜବତ…