ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ, ପିକଅପ୍‌ ଭ୍ୟାନ୍‌ ସହ ୨ ଗିରଫ

ଗ଼ଞ୍ଜାମ (କେନ୍ୟୁଜ୍) : ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ । ପିକଅପ୍‌ ଭ୍ୟାନ୍‌ ସହ ୨ ଜଣଙ୍କୁ ଗିରଫ କରିଛି ଗ଼ଞ୍ଜାମ ଜିଲ୍ଲା ଆସିକା ପୋଲିସ । ଗିରଫ ଦୁଇ ଜଣ ଚନ୍ଦନପୁରର ଅନିଲ ଦାସ ଓ ନୟାଗଡ଼ ଓଡଗାଁର ଜ୍ୟୋତିପ୍ରକାଶ ମହାପାତ୍ର । ଭ୍ୟାନ୍‌ଟି ମୋହନାରୁ ପୁରୀ ଆସୁଥିବାବେଳେ ଆସିକା ନିକଟ ଦାସନାପଲ୍ଲୀ ଗାଁରୁ ଜବତ ହୋଇଛି ଗଞ୍ଜେଇ ଓ ଭାଙ୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.