Below header

ଫେରାର ତଣ୍ଟି କଟା ଟ୍ୟୁସନ ମାଷ୍ଟର ଗିରଫ

ବାଲେଶ୍ୱର (କେନ୍ୟୁଜ୍) : ଗିରଫ ହେଲେ ତଣ୍ଟିକଟା ଟ୍ୟୁସନ ମାଷ୍ଟର। ଫେରାର ଅଭିଯୁକ୍ତ ଟିଉସନ ମାଷ୍ଟର ବିଶ୍ୱଜିତ ନାଥଙ୍କୁ ଗିରଫ କରିଛି ଭୋଗରାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌। ବାଲେଶ୍ୱର ଭୋଗରାଇ ଦେହୁର୍ଦ୍ଧା ଗାଁରେ ଛାତ୍ରୀ ଜଣଙ୍କ ଟିଉସନ ହେଉଥିବାବେଳେ ଗତ ୨ ତାରିଖରେ ତାଙ୍କ ବେକକୁ କାଟିଦେଇଥିଲେ ସାର୍‌। ଏହାପରେ ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.