Browsing Tag

ganza seized

ସୁନ୍ଦରଗଡ ସୀମାନ୍ତ ସମଡେଗାରୁ ୧୮୦ କିଲୋଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ସମଡେଗାରୁ ୧୮୦ କିଲୋଗ୍ରାମ ଗଞ୍ଜେଇ ଜବତ । କୁତ୍ରା ସଲଗାବାହାଲ ରାସ୍ତା ଦେଇ ଝାଡଖଣ୍ଡ ସମଡେଗାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସମଡେଗା ପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଫରିଦାବାଦର ରୁଷମ…

ଯାଜପୁର ସଦର ଥାନା ଅନ୍ତର୍ଗତ ଗାଁରେ ପୋଲିସର ଚଢ଼ାଉ, ୬୫ କେଜିରୁ ଉର୍ଦ୍ଧ୍ଵ ଗଂଜେଇ ଜବତ ସହ ୨ ଗିରଫ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ସଦର ଥାନା ଅନ୍ତର୍ଗତ ବାଙ୍କସାହି କୋଳଥା ଗାଁର ଦୁଇଟି ସ୍ଥାନରେ ପୋଲିସ ଚଢ଼ାଉ କରି ୬୫ କେଜିରୁ ଉର୍ଦ୍ଧ୍ଵ ଗଂଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଜବତ ଗଁଜେଇର ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗ୍ରାମର…

୪୦କେଜି ଗଞ୍ଜେଇ ସହ ସ୍କର୍ପିଓ ଗାଡି ଜବତ

କୋରାପୁଟ (କେନ୍ୟୁଜ୍) : ୪୦କେଜି ଗଞ୍ଜେଇ ସହ ସ୍କର୍ପିଓ ଗାଡି ଜବତ। ଏକ ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଲମତାପୁଟ ନିକଟରେ ଏକ ସ୍କର୍ପିଓ ଗାଡିକୁ ଅଟକାଇଥିଲେ। ଗାଡିଟି ପୋଲିସକୁ ଚକମା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଉଥିବାବେଳେ ପୋଲିସ ପିଛା କରିଥିଲା। ଏହି ସମୟରେ ସଗର ନିକଟରେ…

ମୋହନା :୪୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା : ପୁଣି ଜବତ ହେଲା ଗଞ୍ଜେଇ । ଆର ଉଦୟଗିରି ଥାନା ଅନ୍ତର୍ଗତ କିରାମା – ଡେକାପଲ୍ଲୀ ରାସ୍ତାରୁ ୪୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ୍ । ଏହା ସହ ଜଣକୁ କରିଛି ଗିରଫ । ଗିରଫ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ଆକଲିମା ଗାଁର ପତ୍ରୀକ ବୀର । ମିଳିଥିବା ସୂଚନା ଅନୁସାରେ, ଗତକାଲି…

ବାଲିପାଟଣା : ସେଖପାଟଣାରୁ ୮୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିପାଟଣା : ସେଖପାଟଣାରୁ ୮୦ କିଲୋ ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ । ଗଞ୍ଜେଇ ବେପାରୀ ଗୋବିନ୍ଦ ସାହୁ ଗିରଫ ହୋଇଥିବା ବେଳେ ତାଙ୍କ ଦାଦ ରାଧାକାନ୍ତ ସାହୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ସୂଚନା ପାଇଁ ଗତକାଲା ରାତି ପ୍ରାୟ ୧୦ ଟା ରେ ଗୋବିନ୍ଦଙ୍କ ଘରେ…

ଗଞ୍ଜେଇ ଚୋରାଚାଲାଣ କରୁଥିବା ୩ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ(କେନ୍ୟୁଜ୍): ଫେରିବାଲା ହୋଇ ଚାଲାଣ କରୁଥିଲେ ଗଞ୍ଜେଇ । ଏବେ ଧରାପଡ଼ି ଯାଇଛି ସବୁ କଳାକାରନାମା । କୋରାପୁଟ ଆରପିଏଫ୍‌ ହାତରେ ଧରାପଡ଼ିଛନ୍ତି ୩ ଜଣିଆ ଗ୍ୟାଙ୍ଗ । ଗିରଫ ତିନି ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ସେମାନଙ୍କଠାରୁ ଜବତ ହୋଇଛି ୩ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ । ପ୍ରାୟ…

ଭୁବନେଶ୍ୱର: ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ। ଖଣ୍ଡଗିରିର କୋଳଥିଆ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ୧୦କ୍ୱିଣ୍ଟାଲର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋଳଥିଆର…

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ

ବରଗଡ (କେନ୍ୟୁଜ୍) : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରୁ ନିଶାଦ୍ରବ୍ୟ ଜବତ ହୋଇଛି। ଏହାସହ ପାଇକମାଲର ମୁକେଶ ଅଗ୍ରଓ୍ଵାଲ ଓ ଲଳିତା ରାଓଙ୍କ ଠାରୁ ୨୩୦ଟି କପ୍ ସିରଫ, ୭କେଜିରୁ ଅଧିକ ଗଞ୍ଜେଇ ସହ…

ଗଜପତି : ୫୫୦ କେଜି ଗଞ୍ଜେଇ ଜବତ, ଚାରି ଜଣ ଗିରଫ

ଗଜପତି : ଯାନ ବାହନ ଯାଂଚ ବେଳେ ୫୫୦ କେଜି ଗଞ୍ଜେଇ ଜବତ । ଗଜପତି ରୁ ଭୁବନେଶ୍ବର ଚାଲାଣ ହେଉଥିବା ସମୟରେ ଖ୍ରୀଷ୍ଟପୁର ନିକଟରୁ ଏକ ଟ୍ରକରୁ ଏହି ଗଂଜେଇ ଜବତ କରିଛି ପୋଲିସ୍ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଘଟଣାରେ ତିନି ଜଣ ଯୁବକଙ୍କ ସହ ଜଣେ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ,ପିଆଜ ବୋଝେଇ ଟ୍ରକରେ ନୀଳ ଜହର

ମାଲାକାନଗିରି (କେନ୍ୟୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପିଆଜ ବୋଝେଇ ଟ୍ରକରେ ନୀଳ ଜହର । ମାଲାକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ର ରାୟପୁରକୁ ଏକ ଟ୍ରକରେ ୮ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ମୁଦୁଲିପଡ଼ା ଥାନା ପୋଲିସ ଏହି ଗଞ୍ଜେଇ ଜବତ କରିଛି । ଏହି…

ବ୍ରାଉନ ସୁଗାର ଏବଂ ଗଞ୍ଜେଇ ସହିତ ଲେଡି ଡନ ଗିରଫ

ଖୋର୍ଦ୍ଧା (କେନ୍ୟୁଜ୍) : ବ୍ରାଉନ ସୁଗାର, ଗଞ୍ଜେଇ ଏବଂ ନଗଦ ୫୧୦୦ ଟଙ୍କା ସହିତ ମହିଳା ବେପାରୀ ଗିରଫ। ବାରମ୍ବାର ଏହି ଘଟଣା ସାମ୍ନାକୁ ଆସିବା ସତ୍ତ୍ବେ ଚୋରା ବେପାରୀଙ୍କର କୌଣସି ଫରକ ପଡୁନାହିଁ। ଅବକାରୀ ବିଭାଗରେ ଚଢ଼ାଉରେ ଏହି ଘଟଣାରେ ବହୁତ ଜଣ ଗିରଫ ମଧ୍ୟ ହେଉଛନ୍ତି। ଖୋର୍ଦ୍ଧା…