Below header

ବାଲିପାଟଣା : ସେଖପାଟଣାରୁ ୮୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିପାଟଣା : ସେଖପାଟଣାରୁ ୮୦ କିଲୋ ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ । ଗଞ୍ଜେଇ ବେପାରୀ ଗୋବିନ୍ଦ ସାହୁ ଗିରଫ ହୋଇଥିବା ବେଳେ ତାଙ୍କ ଦାଦ ରାଧାକାନ୍ତ ସାହୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ସୂଚନା ପାଇଁ ଗତକାଲା ରାତି ପ୍ରାୟ ୧୦ ଟା ରେ ଗୋବିନ୍ଦଙ୍କ ଘରେ ବାଲିପାଟଣା ପୋଲିସ୍ ଚଢାଉ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.