Below header

ଠାକୁରମୁଣ୍ଡା ଥାନା କ୍ୟାମ୍ପସରେ ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଥାନା ଡ୍ରାଇଭର

କରଞ୍ଜିଆ (କେ ନ୍ୟୁଜ୍‌) : ଥାନା କ୍ୟାମ୍ପସରେ ଦୁଷ୍କର୍ମ ଅଭିଯୋଗ । ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀକୁ । ଅଭିଯୋଗ ଆସିଛି ପୋଲିସ୍ ଡ୍ରାଇଭର୍ ନାଁରେ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ପରିସରରେ ଏହି ଘଟଣା ଘଟିଥିବା ଲିଖିତ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛି ଥାନା ଡ୍ରାଇଭର୍ । ଅଭିଯୋଗ ପାଇବା ପରେ ପୋଲିସ୍ ତାକୁ ଗିରଫ କରିଛି । ଏପଟେ ଅଭିଯୁକ୍ତ ଡ୍ରାଇଭର୍‌କୁ ନିଲମ୍ବିତ କରାଯାଇଛି ।

duskarma-2ଥାନା କ୍ୟାମ୍ପସରେ ଥିବା କଲୋନୀରେ ଏହି ୧୯ ବର୍ଷ ବୟସର ଯୁବତୀ ଜଣକ ରହୁଛନ୍ତି । ସେ ଘରେ ଏକୁଟିଆ ଥିବା ବେଳେ ଡ୍ରାଇଭର ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.