ଅଢ଼େଇ କୋଟି ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଜବତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅଷ୍ଟଧାତୁ ଚୋରା ଚାଲାଣ ର‍୍ୟାକେଟ୍‌ର ପର୍ଦ୍ଦାର୍ାଫାସ । ଏସ୍‌ଟିଏଫ ହାତରେ ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ସୟଦ ଜିଲନର । ମୂର୍ତ୍ତିର ଓଜନ ୩୦ କେଜି । ଅଷ୍ଟଧାତୁରେ ନିର୍ମିତ ଏହି ମୂର୍ତ୍ତିର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ । ଜିଲନରକୁ ପୋଲିସ୍‌ ପଚରା ଉଚରା କରୁଛି । ତା ଠାରୁ ମୂର୍ତ୍ତି ଚୋରି ର‍୍ୟାକେଟ୍‌ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.