Below header

ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ଗାଡ଼ି ମୁହାଁମୁହିଁ, ଦୁଇ ଜଣଙ୍କର ମୃତ୍ୟୁ

ପିକଅପ ଗାଡିଟି ଦୁର୍ଘଟଣା ପରେ ଭାରସ୍ୟାମ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ପିକଅପ ଗାଡ଼ି ଡ୍ରାଇଭର ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲେଟ୍ ଆରୋହୀଙ୍କର ମୃତ୍ୟ ହୋଇଥିଲା ।

କେନ୍ଦୁଝର(କେନ୍ୟୁଜ୍): ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଟାଉନ ଥାନା ମଣ୍ଡୁଆ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପିକଅପ ଗାଡିଟି ଦୁର୍ଘଟଣା ପରେ ଭାରସ୍ୟାମ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ପିକଅପ ଗାଡ଼ି ଡ୍ରାଇଭର ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲେଟ୍ ଆରୋହୀଙ୍କର ମୃତ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.