Browsing Tag

pickupvan accident

ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ଗାଡ଼ି ମୁହାଁମୁହିଁ, ଦୁଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଟାଉନ ଥାନା ମଣ୍ଡୁଆ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପିକଅପ ଗାଡିଟି ଦୁର୍ଘଟଣା ପରେ ଭାରସ୍ୟାମ ହରାଇ ୨୦ ଫୁଟ ତଳକୁ ଖସି…

 ଓଲଟିଲା ପିକଅପ୍‌ ଭ୍ଯାନ, ୧୦ରୁ ଉର୍ଦ୍ଧ୍ବ ମହିଳା ଆହତ ୭ ଗୁରୁତର

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବିଶ୍ୱମପୁରୀଆ ସାହିରୁ ସେଠାକାର ଗାୟତ୍ରୀ ପରିବାର କିଛି ମହିଳା ଏକ ପିକଅପ୍‌ ଭ୍ଯାନରେ ଉମରକୋଟକୁ ଶୀତଳ ଷଷ୍ଠୀ ପୂଜା ଦେଖିବା ପାଇଁ ଯାଉଥିବା ସମୟରେ ଏକାମ୍ବା-ଅଞ୍ଚଳା ମଝିରେ ଭାରସାମ୍ୟ ହରାଇ ଗଛରେ ହୋଇଥିଲା। ଫଳରେ ପିକଅପ ଭ୍ଯାନ…

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ପଣସ ବୋଝେଇ ପିକଅପ୍ ଭ୍ୟାନ୍, ଡ୍ରାଇଭର ମୃତ

କରଞ୍ଜିଆ(କେନ୍ୟୁଜ୍):  ମର୍ମନ୍ତୁଦ ସଡକ ଦୁର୍ଘଟଣା।  ଦୁର୍ଘଟଣାରେ ପିକଅପ୍ ଚାଳକଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାରୁବିଲ ଗ୍ରାମ ନିକଟରେ । ଆଜି ସନ୍ଧ୍ୟା ୫ଟା ସମୟରେ କେନ୍ଦୁଝର ଜିଲ୍ଲା ମାଛଗୋଡ଼ ଅଞ୍ଚଳରୁ ଏକ ପଣସ ବୋଝେଇ ପିକଅପ୍ (ନଂ OR11E …

ପାରାଦୀପ: ରାସ୍ତା ମଝିରେ ଓଲଟିପଡ଼ିଲା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍, କିଛି ମିନିଟ ଭିତରେ ଅଧାଖାଲି କରିଦେଲେ ଲୋକେ

ପାରାଦୀପ(କେନ୍ୟୁଜ୍): ରାସ୍ତା ମଝିରେ ଭାରସାମ୍ୟ ଭାରସାମ୍ୟ ହରାଇ ଓଲଟିପଡ଼ିଲା ପାରାଦୀପ ମାଛଧରା ବନ୍ଦରରୁ ଦୀଘା ଯାଉଥିବା ମାଛ ଭର୍ତ୍ତି ପିକଅପ୍ ଭ୍ୟାନ୍। ରାସ୍ତାର ବିଛାଡ଼ି ହୋଇ ପଡିଲେ ମାଛ। କିନ୍ତୁ ମାଛ ଗାଡିକୁ ଉଦ୍ଧାର କରିବା ପରିବର୍ତ୍ତେ  ବାଟରେ ଯାଉଥିବା ଲୋକ ଯିଏ ଯେତେ ପାରିଲେ…