Below header

ଭୋଜି ଖାଇ ଫେରୁଥିଲେ ଧକ୍କାଦେଲା ବୋଲୋରୋ, ୨ ସାଙ୍ଗ ମୃତ

ବୋଲୋରୋ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ଘଟଣା ଘଟିଛି ଭୁବନ ସୁରପ୍ରତାପପୂର ଗ୍ରାମର କାଲୁଣି ଠାକୁରାଣୀଙ୍କ ନିକଟରେ।

କାମାକ୍ଷାନଗର (କେନ୍ୟୁଜ): ବୋଲୋରୋ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ । ଘଟଣା ଘଟିଛି ଭୁବନ ସୁରପ୍ରତାପପୂର ଗ୍ରାମର କାଲୁଣି ଠାକୁରାଣୀଙ୍କ ନିକଟରେ।

ସୂଚନା ଅନୁସାରେ ଭୋଜି ଖାଇସାରି ୨ଜଣ ସାଙ୍ଗ ଚାଲି ଚାଲି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଶିକାର ହୋଇଛନ୍ତି। ମୃତକଙ୍କ ପରିଚୟ ସୁରପ୍ରତାପପୁର ଗ୍ରାମର ରାମ ସାହୁ, ସଇଁଆ କାଣ୍ଡି ବୋଲି ଜଣାପଡ଼ିଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଗାଡି ଫେରାର ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.