Below header

କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର

ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍‌ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର। ସୂଚନା ଯେ, କୃଷ୍ଣଚକ୍ରଗଡ ଗ୍ରାମର ଜନକ ବେହେରା (୪୦), ନେକୁରି ବେହେରା (୪୦) ଛେଳି ଚରାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା।

ଅନୁଗୋଳ(କେନ୍ୟୁଜ) :  ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍‌ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର। ସୂଚନା ଯେ, କୃଷ୍ଣଚକ୍ରଗଡ ଗ୍ରାମର ଜନକ ବେହେରା (୪୦), ନେକୁରି ବେହେରା (୪୦) ଛେଳି ଚରାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା।

ଯାହା ଫଳରେ ଦୁଇ ଜଣ ଯାକ ଗୁରୁତର ହୋଇଯାଇଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି ।  ଚିକିତ୍ସାଳୟରେ ବନ ବିଭାଗ ପହଁଚି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.