ବାଲେଶ୍ୱର ଭୀମପୁରାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଡିଭାଇଡରରେ ପିଟିହେଲା ବାଇକ୍‌, ୨ମୃତ

ବାଲେଶ୍ୱର(କେନ୍ୟୁଜ): ଡିଭାଇଡରରେ ପିଟିହେଲା ବାଇକ୍‌। ଚାଲିଗଲା ୨ ଜୀବନ। ବାଲେଶ୍ୱର ସହର ଉପକଣ୍ଠ ଭୀମପୁରାଛକ ନିକଟରେ ହୋଇଛି ମର୍ମନ୍ତୁଦ ଦୁର୍ଘଟଣା। ବାଲିଆ ଅଞ୍ଚଳର ୩ ଜଣ ଯୁବକ ରେମୁଣା ଗୋଲେଇକୁ ବାଇକରେ ଯାଉଥିବାବେଳେ ଭୀମପୁରା ଛକ ନିକଟରେ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲା।

accident picଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.