Below header

ଖୋର୍ଦ୍ଧା: ପୁଣି ମାତିଲେ ଚିଲିକାରେ ପକ୍ଷୀ ଶିକାରୀ, ୨ ମୃତ କମନ୍ କୁଟ୍ ବିଦେଶୀ ପକ୍ଷୀ ଉଦ୍ଧାର ସହ ଦୁଇ ଗିରଫ

ଟାଙ୍ଗୀ(କେନ୍ୟୁଜ୍):  ପୁଣି ମାତିଲେ ଚିଲିକାରେ ପକ୍ଷୀ ଶିକାରୀ। ଦିନ ଦ୍ୱିପ୍ରହରରେ ବନ୍ୟପ୍ରାଣୀ ବିଭାଗର ସବୁ କଟକଣାକୁ ଫୁ କରି ଚିଲିକାରେ ବେଧଡକ ପକ୍ଷୀ ଶିକାର କରିଛନ୍ତି ଶୀକାରୀ । ପକ୍ଷୀ ଶୀକାର କରି ବିକ୍ରି କରିବାକୁ  ଯାଉଥିବା ବେଳେ ଶିକାରୀ ଦ୍ୱୟଙ୍କୁ ଟାଙ୍ଗୀ ଥାନା ହରିପୁର ଛକ ନିକଟରୁ ଧରିଛି ବନ୍ୟପ୍ରାଣୀ ବିଭାଗ ।

migratory bird hunter

ଗିରଫ ଶିକାରୀ ଦ୍ୱୟ ହେଲେ ରାଜେଶ ମହାରଣା ଓ ସୁଜିତ୍ ସ୍ୱାଇଁ । ସେମାନଙ୍କ ଘର ଟାଙ୍ଗୀ ଥାନା ବଉଳାବନ୍ଧ ଗ୍ରାମରେ। ସେମାନଙ୍କ ନିକଟରୁ ୨ ଟି ମୃତ  କମନ୍ କୁଟ୍  ବିଦେଶୀ ପକ୍ଷୀ ସହ ଗୋଟିଏ ପଲସର୍ ବାଇକ୍ ଓ ୨ ଟି  ମୋବାଇଲ ଫୋନ୍ ଜବତ କରିଛି ବନ୍ୟପ୍ରାଣୀ ବିଭାଗ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.