ଖୋର୍ଦ୍ଧା: ପୁଣି ମାତିଲେ ଚିଲିକାରେ ପକ୍ଷୀ ଶିକାରୀ, ୨ ମୃତ କମନ୍ କୁଟ୍ ବିଦେଶୀ ପକ୍ଷୀ ଉଦ୍ଧାର ସହ ଦୁଇ ଗିରଫ
ଟାଙ୍ଗୀ(କେନ୍ୟୁଜ୍): ପୁଣି ମାତିଲେ ଚିଲିକାରେ ପକ୍ଷୀ ଶିକାରୀ। ଦିନ ଦ୍ୱିପ୍ରହରରେ ବନ୍ୟପ୍ରାଣୀ ବିଭାଗର ସବୁ କଟକଣାକୁ ଫୁ କରି ଚିଲିକାରେ ବେଧଡକ ପକ୍ଷୀ ଶିକାର କରିଛନ୍ତି ଶୀକାରୀ । ପକ୍ଷୀ ଶୀକାର କରି ବିକ୍ରି କରିବାକୁ ଯାଉଥିବା ବେଳେ ଶିକାରୀ ଦ୍ୱୟଙ୍କୁ ଟାଙ୍ଗୀ ଥାନା ହରିପୁର ଛକ…