Below header

ଜେଲରୁ ୨ ବିଚାରାଧୀନ କଏଦୀ ଫେରାର, ପାଚେରୀ ଡେଇଁ ମାରିଲେ ଛୁ…

ଜେଲରୁ ୨ ବିଚାରାଧୀନ କଏଦୀ ଫେରାର । ଟିଟିଲାଗଡ଼ ସବ୍ ଜେଲରୁ ୨ ବିଚାରାଧୀନ କଏଦୀ ଫେରାର। ସେମାନେ ହେଲେ ଶୋଭାବନ ରଣା ଓ ସୁମିତ ବିହାରୀ । ଶୋଭାବନ ସିନ୍ଧେକେଲା ଅଞ୍ଚଳରେ ବହୁଚର୍ଚ୍ଚିତ ନରବଳିରେ ଅଭିଯୁକ୍ତ ହୋଇ ଦୀର୍ଘ ୪ ବର୍ଷ ହେଲା ଟିଟିଲାଗଡ଼ ଉପକାରାଗାରରେ ରହିଥିଲା ।

ଟିଟିଲାଗଡ଼ (କେନ୍ୟୁଜ): ଜେଲରୁ ୨ ବିଚାରାଧୀନ କଏଦୀ ଫେରାର । ଟିଟିଲାଗଡ଼ ସବ୍ ଜେଲରୁ ୨ ବିଚାରାଧୀନ କଏଦୀ ଫେରାର। ସେମାନେ ହେଲେ ଶୋଭାବନ ରଣା ଓ ସୁମିତ ବିହାରୀ । ଶୋଭାବନ ସିନ୍ଧେକେଲା ଅଞ୍ଚଳରେ ବହୁଚର୍ଚ୍ଚିତ ନରବଳିରେ ଅଭିଯୁକ୍ତ ହୋଇ ଦୀର୍ଘ ୪ ବର୍ଷ ହେଲା ଟିଟିଲାଗଡ଼ ଉପକାରାଗାରରେ ରହିଥିଲା । ସୁମିତ ମଧ୍ୟ କେସିଙ୍ଗା ଅଞ୍ଚଳରେ ଏକ ହତ୍ଯା ଅଭିଯୋଗରେ ୨ ବର୍ଷ ହେଲା କାରାଗାରରେ ରହିଥିଲେ। ଦୁଇ ଜଣ ଯାକ ଜେଲର ପାଚେରୀ ଡେଇଁ ଫେରାର ହୋଇଥିବା ଜଣାପଡିଛି । ଏପରିକି ଜେଲରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଠିକ ଭାବରେ କାମ କରୁନ ଥିବାର ଅଭିଯୋଗ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.