Below header

ଉପର ମୁଣ୍ଡରେ ଲଗାଣ ବର୍ଷା, ଅପରାହ୍ନ ୪ଟାରେ ହୀରାକୁଦ ଖୋଲିବ ୨ଟି ଗେଟ୍

ଖୋଲିବ ହୀରାକୁଦର ୨ଟି ଗେଟ୍। ଆଜି ଅପରାହ୍ ଣ ୪ଟାରେ ଖୋଲାଯିବ ଜଳଭଣ୍ଡାରର ଗେଟ୍। ଲଗାଣ ବର୍ଷା ଯୋଗୁଁ ଉଭୟ ପାର୍ଶ୍ବର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯିବା ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।

ସମ୍ବଲପୁର (କେନ୍ୟୁଜ): ଖୋଲିବ ହୀରାକୁଦର ୨ଟି ଗେଟ୍। ଆଜି ଅପରାହ୍ ଣ ୪ଟାରେ ଖୋଲାଯିବ ଜଳଭଣ୍ଡାରର ଗେଟ୍। ଲଗାଣ ବର୍ଷା ଯୋଗୁଁ ଉଭୟ ପାର୍ଶ୍ବର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯିବା ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳଭଣ୍ଡାର। ଫଳରେ ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.