Below header
Browsing Tag

hirakud dam gate opened

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ : ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ

ସମ୍ବଲପୁର (କେନ୍ୟୁଜ): ଖୋଲିଲା ହୀରାକୁଦର ଆଉ ୮ଟି ଗେଟ। ପୂର୍ବରୁ ଗତକାଲି ଦୁଇଟି ଗେଟ ଖୋଲା ଥିଲା । ଫଳରେ ଏବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳନିଷ୍କାସିତ ହେଉଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ଯୋଗୁ ଗେଟ ଖୋଲାଯାଇଛି। ବାମରୁ ୬ଟି ଓ ଡାହାଣରୁ ୪ଟି ଗେଟ୍ ଖୋଲା ରହିଛି। ସକାଳ ୬ଟା…

ଉପର ମୁଣ୍ଡରେ ଲଗାଣ ବର୍ଷା, ଅପରାହ୍ନ ୪ଟାରେ ହୀରାକୁଦ ଖୋଲିବ ୨ଟି ଗେଟ୍

ସମ୍ବଲପୁର (କେନ୍ୟୁଜ): ଖୋଲିବ ହୀରାକୁଦର ୨ଟି ଗେଟ୍। ଆଜି ଅପରାହ୍ ଣ ୪ଟାରେ ଖୋଲାଯିବ ଜଳଭଣ୍ଡାରର ଗେଟ୍। ଲଗାଣ ବର୍ଷା ଯୋଗୁଁ ଉଭୟ ପାର୍ଶ୍ବର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯିବା ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳଭଣ୍ଡାର।…

ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର : ଖୋଲିଲା ୫ଟି ଗେଟ୍‌

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର । ଆଜି ଖୋଲିଲା ଆଉ ୫ଟି ଗେଟ୍‌ । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୭ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସିତ ହେଉଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ଖୋଲିଥିଲା ୧୦ଟି ଗେଟ୍‌ ।…

ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଆଉ କିଛି ସମୟ ଭିତରେ ଖୋଲିବା ୧୦ଟି ଗେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାର…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌, ସମୁଦାୟ ୨୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଜଳସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯାଉଛି। ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର…

ହୀରାକୁଦ ଜଳଭଣ୍ଡାରରୁ ୪୪ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ, ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର…

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି ଚାଲୁଛି। ସହରର ଅନେକ ସ୍ଥାନରେ ବନ୍ୟା ଜଳ ପଶିଯାଇଛି। ମହାନଦୀର ଜଳସ୍ତର ବଢିବା ଫଳରେ ସହରର ତଳି ଅଞ୍ଚଳ ଗୁଡ଼ିକୁ ମହାନଦୀ ବନ୍ୟ ଜଳ ପଶିଯାଇ ଲୋକଙ୍କ…

ପ୍ରବଳ ବର୍ଷା ଯୋଗୁ ବଢିଲା ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ୧୫ଟି ଗେଟ୍

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍‌। ଗତକାଲି ୧୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର ବଢିବାରୁ ପୁଣି ୨ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ୧୫ଟି ଗେଟ୍‌ ଦଇ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୧୯.୧୫ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି…

ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର:  ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍‌। ଉପରମୁଣ୍ଡରେ ବର୍ଷା କମିବା ଫଳରେ ଖୋଲା ରହିବା ଗେଟ୍ ଭିତରୁ ଏବେ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୫୪ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ…

ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ଦିନ ୧୦ଟା ପରେ ପୂଜାର୍ଚ୍ଚନା ପରେ ଡ୍ୟାମର ୭ନଂ ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଏହା ପୂର୍ବରୁ ଡ୍ୟାମ କର୍ତ୍ତୃପକ୍ଷ ମାଇକ ଯୋଗେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଦିଆଯାଇଥିଲା। ତେବେ…