ସ୍ୱାଧୀନତା ଦିବସ ପାଇଁ ନୀଳଗିରିରେ ଦୁଇ ଶହ ପଚାଶ ଫୁଟ ଲମ୍ବର ତ୍ରିରଙ୍ଗା, ସହର ପରିକ୍ରମା କରିଛନ୍ତି ABVP

ବାଲେଶ୍ବର(କେନ୍ୟୁଜ୍):  ସ୍ୱାଧୀନତା ଦିବସ ପାଇଁ ଚାରିଆଡେ ଉତ୍ସବର ମାହୋଲ । ବାଲେଶ୍ୱର ଜିଲ୍ଲାର ଐତିହାସିକ ମାଟି ନୀଳଗିରିରେ ଦୁଇ ଶହ ପଚାଶ ଫୁଟ ଲମ୍ବର ତ୍ରିରଙ୍ଗା ଧରି ସହର ପରିକ୍ରମା କରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ । ଏହି ଅବସରରେ ନୀଳଗିରିର ବରିଷ୍ଠ ଯୁବ ନେତାଙ୍କ ସମେତ ୨୫୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

triranga

ଅଖଣ୍ଡ ଭାରତ ସଂକଳ୍ପର ଦିନକୁ ସ୍ମରଣ କରିବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଇଛି । ନୀଳଗିରି ବସଷ୍ଟାଣ୍ଡରୁ ଏହି ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.