Below header

ଆଜି ରାଜ୍ୟରେ ୨୫୯୦ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୨୫୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସର୍ବାର୍ଗେ ରହିଛି ଖୋର୍ଦ୍ଧା ଜିଲ୍ଲା। ତେବେ ନଜର ପକାନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି।

କଟକରୁ ସର୍ବାଧିକ ୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୬ ଜଣ , ମୟୁରଭଞ୍ଜରୁ ୨୦୨ ଜଣ, ଗଂଜାମରୁ ୧୪୨ ଜଣ, ରାୟଗଡାରୁ ୧୨୦ ଜଣ, କୋରାପୁଟ ୧୦୮, ପୁରୀ ୧୦୫, ଜଗତସିଂହପୁର ୭୮, ଭଦ୍ରକ ୭୭, ଯାଜପୁର ୭୭, କେନ୍ଦ୍ରାପଡା ୭୫, ବରଗଡ଼ ୭୨, ବାଲେଶ୍ଵର ୭୧, ସମ୍ବଲପୁର ୭୧, କେନ୍ଦୁଝର ୬୮, ନୟାଗଡ଼ ୬୭, ମାଲକାନଗିରି ୬୧, ଢେଙ୍କାନାଳ ୫୯, ନବରଙ୍ଗପୁର ୫୭, ବଲାଙ୍ଗୀର ୫୪, ଝାରସୁଗୁଡା ୪୪, ବୌଦ୍ଧ ୩୪, ସୋନପୁର ୩୪, ସୁନ୍ଦରଗଡ଼ ୩୦, କଳାହାଣ୍ଡି ୨୪, ଗଜପତି ୨୦, କନ୍ଧମାଳ ୧୦, ନୂଆପଡା ୭, ଅନୁଗୁଳ ୬, ଦେବଗଡ଼ ୪ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାରୁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି । ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୯୬୩୬୪ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.