Below header

ଗ୍ରାହକ ବେଶରେ ମାଡିବସିଲା କ୍ରାଇମବ୍ରାଞ୍ଚ, ୨ କେଜିରୁ ଅଧିକ ବ୍ରାଉନସୁଗର ଜବତ

ଜଳେଶ୍ୱର (କେନ୍ୟୁଜ) : ଲକ୍‌ଡାଉନ୍‌ ରାତିରେ ଚାଲୁଥିଲା ଧଳାଜହର ଧନ୍ଦା। ଜଳେଶ୍ୱରରୁ ୨ କେଜିରୁ ଅଧିକ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ STF। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କା ହେବ। ବ୍ରାଉନସୁଗାର ବିକିବାକୁ ଜଗିଥିବାବେଳେ ଗ୍ରାହକ ବେଶରେ ମାଡିବସିଲା କ୍ରାଇମବ୍ରାଞ୍ଚ। ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଟିମ୍‌। ଧଳାଜହର କେଉଁଠୁ ଆସିଥିଲା ଓ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଖୋଳତାଡ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.