କଳା ପଲସର୍‌ ଆତଙ୍କ, ବନ୍ଧୁକ ଦେଖାଇ ଅର୍ଥ ଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ୭ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍‌): କଳା ପଲସର୍‌ ଆତଙ୍କ, ଝାମ୍ପିନେଲେ ୭ଲକ୍ଷ ଟଙ୍କା। ସୂଚନା ମୁତାବକ ଜଟଣୀ ମ୍ୟୁନିସପାଲଟି ଅଫିସ ନିକଟରେ ଏଭଳି ଘଟଣା ଘଟିଯାଇଛି। ରିପୋର୍ଟ ଅନୁଯାୟୀ ୩ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର୍‌ ରେ ଆସି ବନ୍ଧୁକ ଦେଖାଇ ଏଟିଏମରେ ଅର୍ଥ ଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ଲୁଟ୍‌ କରି ନେଇଛନ୍ତି। ଘଟଣାସ୍ଥଳରେ କର୍ମଚାରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.