Below header

୩କ୍ବିଣ୍ଟାଲର ଗଂଜେଇ ଜବତ, ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର୍

କୋରାପୁଟ(କେନ୍ଯୁଜ୍): ଲମତାପୁଟ ପୋଲିସ ଦ୍ବାରା ପ୍ରାୟ ୩କ୍ବିଣ୍ଟାଲ ଗଂଜେଇ ଜବତ। ଟିପର ମଧ୍ୟରେ ସ୍ବତନ୍ତ୍ର ଚାମ୍ବର କରି ଗଂଜେଇ ଚାଲାଣ କରାଯାଉଥୁବା ବେଳେ ପୋଲିସର ଯାଂଚବେଳେ ଧରାପଡିଛି। ବଡପଡାରୁ ସମ୍ବଲପୁରକୁ ଚାଲାଣ କରାଯାଉଥିବା ବେଳେ ସଗର ଛକ ନିକଟରେ ଲମତାପୁଟ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ବେଳେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗଂଜେଇ କେଉଁଠାରୁ ଅଣାଯାଉଥିଲା, କାହା ନିକଟକୁ ନିଆଯାଉଥିଲା ଏବଂ କେଉଁମାନେ ଚାଲାଣ କରୁଥିଲେ ତା’ର ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.