କମିଶନରେଟ ପୋଲିସ୍ ହାତରେ ୩ କୁଖ୍ୟାତ ସୁପାରୀ କିଲର, ୨ଟି ବନ୍ଧୁକ ଜବତ

ଭୁବନେଶ୍ୱର(କେନ୍ୟୁଜ୍‌): କମିଶନରେଟ ପୋଲିସ ହାତରେ ୩ କୁଖ୍ୟାତ ସୁପାରୀ କିଲର। କେନ୍ଦ୍ରାପଡ଼ାର ୩ ଅଭିଯୁକ୍ତଙ୍କୁ ଧରିଲା ଜଟଣୀ ପୋଲିସ୍। ଅଭିଯୁକ୍ତଙ୍କ ପାଖରୁ ୨ ଟି ବନ୍ଧୁକ ଜବତ ହୋଇଥିବା ସୂଚନା ।

୩ ଅଭିଯୁକ୍ତ ନାଁରେ କମିଶନରେଟ ପୋଲିସର ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି । ତେବେ ଯାହା ଖବର ମିଳିଛି ଗତକାଲି ନାଇଟ୍ ପାଟ୍ରୋଲିଂ ସମୟରେ ୩ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.